ଆଜିଠୁ ୩ଟି ଜୋନରେ ଦିଆଯିବ ମାଟ୍ରିକ୍ ସାର୍ଟିଫିକେଟ

ଭୁବନେଶ୍ୱର : ଶୁକ୍ରବାର ରୁ  ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ । ୧୩ଟି ଜିଲ୍ଲା ଅନ୍ତର୍ଗତ ୩ଟି ଜୋନରେ ଏହି ସାର୍ଟିଫିକେଟ୍ ପ୍ରଦାନ କରାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଜୋନ୍-ଏର କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଅନୁଗୁଳ, ଢେଙ୍କ।ନାଳ, ଜୋନ-ବିର ପୁରୀ, ଖୋର୍ଦ୍ଧା, ନୟାଗଡ ଏବଂ ଜୋନ୍-ସିର ବାଲେଶ୍ୱର, ଭଦ୍ରକ୍, କେନ୍ଦୁଝର ଓ ମୟୁରଭଂଜ ଜିଲ୍ଲାର କୃତୀ ଛାତ୍ରଛାତ୍ରୀମାନେ ନିଜର […]

Orissa-Board-10th-SSC-Date-Sheet-2015

Orissa-Board-10th-SSC-Date-Sheet-2015

Rakesh Mallick
  • Published: Friday, 22 May 2015
  • Updated: 22 May 2015, 02:07 AM IST

ଭୁବନେଶ୍ୱର : ଶୁକ୍ରବାର ରୁ  ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ । ୧୩ଟି ଜିଲ୍ଲା ଅନ୍ତର୍ଗତ ୩ଟି ଜୋନରେ ଏହି ସାର୍ଟିଫିକେଟ୍ ପ୍ରଦାନ କରାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଜୋନ୍-ଏର କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଅନୁଗୁଳ, ଢେଙ୍କ।ନାଳ, ଜୋନ-ବିର ପୁରୀ, ଖୋର୍ଦ୍ଧା, ନୟାଗଡ ଏବଂ ଜୋନ୍-ସିର ବାଲେଶ୍ୱର, ଭଦ୍ରକ୍, କେନ୍ଦୁଝର ଓ ମୟୁରଭଂଜ ଜିଲ୍ଲାର କୃତୀ ଛାତ୍ରଛାତ୍ରୀମାନେ ନିଜର ମାର୍କସିଟ୍ ସହ ସାର୍ଟିଫିକେଟ ଓ ମାଇଗ୍ରେସନ୍ ସାର୍ଟିଫିକେଟ୍ ପାଇପାରିବେ । ତେବେ କଟକ, ବାଲେଶ୍ୱର, ଭୁବନେଶ୍ୱରରେ ଥିବା ଜୋନ୍ ଅଫିସ ସମେତ ଅନ୍ୟ ଜିଲ୍ଲାର ୧୦ଟି ଡିଇଓଙ୍କ କାର୍ଯ୍ୟାଳୟରୁ ପ୍ରଧାନଶିକ୍ଷକ ମାନେ ନିଜ ନିଜ ସ୍କୁଲର ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍ ସଂଗ୍ରହ କରିପାରିବେ । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଜିଲ୍ଲାଗୁଡିକୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ ବୋଲି ବୋର୍ଡ ସଭାପତି ପ୍ରଫେସର ଦକ୍ଷପ୍ରସାଦ ନନ୍ଦ ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story