ଆଳି: ବନ୍ଧୁକ ଦେଖାଇ ୨ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଲେ ଦୁ‍ର୍ବୃତ୍ତ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ପତ୍ରପୁର ସେବା ସମବାୟ ସମିତି ମିନି ବ୍ୟାଙ୍କରୁ ଗତକାଲି ବିଳମ୍ୱିତ ରାତିରେ ୨ଲକ୍ଷ ୩୦ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।  ପାଞ୍ଚ ଜଣ ଦୁର୍ବୃତ୍ତ ବ୍ୟାଙ୍କର ୱାଚ୍‌ମାନଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ବ୍ୟାଙ୍କର୍‌ ଗ୍ରୀଲ୍‌ ଏବଂ ଲକ୍‌ରକୁ ତାଡ଼ି ଦୁର୍ବୃତ୍ତମାନେ ଲୁଟ୍‌ କରିଥିବା ମ୍ୟାଙ୍କ ମ୍ୟାନେଜର୍ କହିଛନ୍ତି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ

୮ ପଞ୍ଚାୟତରୁ ଆଉ ୩୩ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ୩୧ ଲୋକାଲ୍‌ କେସ୍‌

ମହିଳାଙ୍କୁ ଦୁଷ୍ମର୍ମ ଓ ହତ୍ୟା ରିପୋର୍ଟ ବଦଳାଇବାକୁ ପୁଲିସ ଚାପ ପକାଉଛି : ବିଜେପି

ଜିରୋନ୍‌ ମିସ୍‌ ଇଣ୍ଡିଆ ସେମିଫାଇନାଲ୍‌ରେ ଚମକିବେ ଓଡ଼ିଆ ଝିଅ ପ୍ରାଞ୍ଜଲ

୩ ଆଇଏଏସଙ୍କୁ ‘କୋଭିଡ୍ ’ ଦାୟିତ୍ୱ

‘କରୋନା’ ମୁକାବିଲା ପାଇଁ ଏଣିକି ୮ ହଜାର ଟେଷ୍ଟ ପାଇଁ ନିଷ୍ପତ୍ତି

ପ୍ରବାସୀ ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ: ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେପି

ରାଜ୍ୟରେ ଆଜି ରେକର୍ଡ ୫୬୫ କରୋନା ଆକ୍ରାନ୍ତ ସୁସ୍ଥ

ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

ଘୋଷଣା ହେଲା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର; ଏଥର ଏମାନେ ସମ୍ମାନିତ ହେବେ

ରାଏବୋଗା ପଞ୍ଚାୟତ ୪୮ ଘଣ୍ଟା ଶଟ୍‌ଡାଉନ୍

ସମ୍ବଲପୁରରେ ଚାଞ୍ଚଲ୍ୟ, ବ୍ୟବସାୟୀଙ୍କୁ ଅପହରଣ

୪୮ ଘଣ୍ଟା ପାଇଁ ବନ୍ଦ ରହିବ ‘ପୁଲିସ ସେବା ଭବନ’