ସବୁ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ହେବ ଟିକାକରଣ: ପି.କେ ମହାପାତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସବୁ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ହେବ କରୋନା ଟିକାକରଣ। ଏଥିପାଇଁ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ  ACS ପିକେ ମହାପାତ୍ର ଚିଠି ଲେଖିଛନ୍ତି। ଉଦ୍ଦିଷ୍ଟ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକର ଭିତ୍ତିଭୂମି ଅନୁଧ୍ୟାନ ପାଇଁ କୁହାଯାଇଛି। ଟିକାକରଣ ପାଇଁ ଆବଶ୍ୟକ ସରଞ୍ଜାମ ଠିକ ଅଛିକି ନାହିଁ ଅନୁଧ୍ୟାନ ପାଇଁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀ ଓ ପର୍ଯ୍ୟବେକ୍ଷକ ଉପରେ ଗୁରୁତ୍ୱ ଦିଆଯାଇଛି। ଆବଶ୍ୟକ ପ୍ରତୀକ୍ଷା ଗୃହ, ପର୍ଯ୍ୟାପ୍ତ ସ୍ଥାନ ଓ କୋଠରୀ […]

corona

corona

Manoranjan Sial
  • Published: Tuesday, 02 March 2021
  • Updated: 02 March 2021, 04:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସବୁ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ହେବ କରୋନା ଟିକାକରଣ। ଏଥିପାଇଁ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ  ACS ପିକେ ମହାପାତ୍ର ଚିଠି ଲେଖିଛନ୍ତି। ଉଦ୍ଦିଷ୍ଟ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକର ଭିତ୍ତିଭୂମି ଅନୁଧ୍ୟାନ ପାଇଁ କୁହାଯାଇଛି। ଟିକାକରଣ ପାଇଁ ଆବଶ୍ୟକ ସରଞ୍ଜାମ ଠିକ ଅଛିକି ନାହିଁ ଅନୁଧ୍ୟାନ ପାଇଁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀ ଓ ପର୍ଯ୍ୟବେକ୍ଷକ ଉପରେ ଗୁରୁତ୍ୱ ଦିଆଯାଇଛି। ଆବଶ୍ୟକ ପ୍ରତୀକ୍ଷା ଗୃହ, ପର୍ଯ୍ୟାପ୍ତ ସ୍ଥାନ ଓ କୋଠରୀ ରହିଛି କି ନାହିଁ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟିକାକରଣ ବେଳେ କୋଭିଡ୍ ଗାଇଡଲାଇନର ଅନୁପାଳନକୁ ଗୁରୁତ୍ୱ ଦେବାକୁ ଚିଠି ନିର୍ଦ୍ଦେଶ ରହିଛି। ଉଦ୍ଦିଷ୍ଟ ଘରୋଇ ହସ୍ପିଟାଲକୁ ଟିକାକରଣ କେନ୍ଦ୍ର ଭାବେ ଘୋଷଣା ପାଇଁ ପରାମର୍ଶ ଦିଆଯାଇଛି।

ଫେବ୍ରୁଆରୀ ୨୭ରେ ସମ୍ୱଲପୁର ଭିସୁଟ୍‌ରେ ୨୫ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଥିଲା। ତା’ପର ଦିନ ଅର୍ଥାତ ୨୮ ତାରିଖରେ ଭିସୁଟ୍‌କୁ ଶଟ୍‌ଡାଉନ୍‌ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଅନୁଷ୍ଠାନକୁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା। ଆଜି ଏହା ଉପରେ ସ୍ପଷ୍ଟିକରଣ ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

ତାଙ୍କ କହିବା କଥା, ବୁର୍ଲା ସ୍ଥିତ ଭିସୁଟର କୌଣସି ଛାତ୍ର କରୋନାରେ ଆକ୍ରାନ୍ତ ହୋଇନାହାନ୍ତି। କିଟ ଖରାପ ଥିବା ଯୋଗୁ ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା। କିନ୍ତୁ ପରେ ଆରଟିପିସିଆର୍ ଟେଷ୍ଟରେ ସମ୍ପୃକ୍ତ ଛାତ୍ରଙ୍କ ରିପୋର୍ଟ ପଜିଟିଭ ଆସିନାହିଁ। ପୂର୍ବରୁ ଟେଷ୍ଟ କରାଯାଇଥିବା କିଟ୍ ଖରାପ ଯୋଗୁ ରିପୋର୍ଟ ପଜିଟିଭ ଆସିଥିବା ସେ କହିଛନ୍ତି।

ଭୁଲ୍‌ କିଟ୍‌ ଯୋଗୁ ଭିସୁଟ୍‌ରେ ଛାତ୍ରଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ଘଟଣାରେ ଆଣ୍ଟିଜେନ କିଟ୍‌ ଯୋଗାଣକାରୀ ୨ଟି କମ୍ପାନୀ ଦିଲ୍ଲୀର ଓସ୍କାର ମେଡିକେୟାର ଓ ହରିଆଣାର ଆଲପାଇନ ବାୟୋମେଡିକାଲ୍‌ସ ପ୍ରା. ଲିଃକୁ ନୋଟିସ କରାଯାଇଛି। ଓଡ଼ିଶା ରାଜ୍ୟ ଔଷଧ ନିଗମ(OSMC) ପକ୍ଷରୁ କାରଣ ଦର୍ଶାଅ ନୋଟିସ କରାଯାଇଛି। ୩ ଦିନ ମଧ୍ୟରେ ଜବାବ ରଖିବାକୁ ଓଡ଼ିଶା ରାଜ୍ୟ ଔଷଧ ନିଗମର ନିର୍ଦ୍ଦେଶ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story