Advertisment

ରାଜନୈତିକ ଆକ୍ରୋଶ ରଖି ଛୁରାମାଡ଼ ଅଭିଯୋଗ

କେନ୍ଦ୍ରାପଡା ଜିଲ୍ଲା ଦହିଅଣ୍ଟା ଗାଁରେ ଛୁରାମାଡ଼। ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଦହିଅଣ୍ଟା ଗାଁରେ। ମୃତକ ସହିରା ଗାଁର ଅମିତ କୁମାର ପାତ୍ର ବୋଲି ଜଣାପଡିଛି।

Advertisment

କେନ୍ଦ୍ରାପଡା ଜିଲ୍ଲା ଦହିଅଣ୍ଟା ଗାଁରେ ଛୁରାମାଡ଼। ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଦହିଅଣ୍ଟା ଗାଁରେ। ମୃତକ ସହିରା ଗାଁର ଅମିତ କୁମାର ପାତ୍ର ବୋଲି ଜଣାପଡିଛି। ଦହିଅଣ୍ଟା ଗାଁରେ ବିଳମ୍ବିତ ରାତି ଯାଏ ହରିହାଟ କାର୍ଯ୍ୟକ୍ରମ ଚାଲିଥିଲା। ଅମିତ ଓ ତାଙ୍କ ଶଳା ସଞ୍ଜୟ ଜେନା ସେଠାକୁ ପ୍ରସାଦ ସେବନ ପାଇଁ ଯାଇଥିଲେ। ତେବେ ଫେରିବା ବେଳେ ଗାଁର ଜଣେ ବ୍ୟକ୍ତି ଦୁଇ ଜଣଙ୍କୁ ଛୁରା ମାଡ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ରାଜନୈତିକ ଆକ୍ରୋଶ ରଖି ହତ୍ୟା କରାଯାଇଥିବା ମୃତ ଅମିତଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। 

Advertisment
Murder Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe