Advertisment

ଆଜି ଝାରସୁଗୁଡ଼ାରୁ ଉଡ଼ିଲା ବିମାନ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଆଜିଠୁ ଝାରସୁଗୁଡ଼ା ଏୟାରପୋର୍ଟରୁ Alliance ଏୟାର ବିମାନ ସେବା ଆରମ୍ଭ ହୋଇଛି । ଏହି କମ୍ପାନୀର ବିମାନ କୋଲକାତାରୁ ଆସି ସକାଳ ୭ଟା ୩୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଥିଲା।  ଝାରସୁଗୁଡ଼ାରୁ ବିମାନଟି  ୮ଟା ୧୦ରେ ଉଡ଼ାଣ ଆରମ୍ଭ କରିଥିଲା।  ଏହା ସକାଳ ୯ଟା ୧୫ରେ ଭୁବନେଶ୍ୱରରେ ପହଞ୍ଚିବ। ସେହିପରି ଭୁବନେଶ୍ୱରରୁ ୯ଟା ୪୫ରେ ବାହାରି ୧୦ଟା ୫୦ରେ ଝାରସୁଗୁଡ଼ାରେ ପହଞ୍ଚିବ। ଏହାସହିତ ଝାରସୁଗୁଡ଼ାରୁ ୧୧ଟା ୩୦ରେ ବାହାରି ଦିନ ୧ଟାରେ କୋଲକାତାରେ ପହଞ୍ଚିବ। […]

ଅଦ୍ୟତନ ହୋଇଛି
ଆଜି ଝାରସୁଗୁଡ଼ାରୁ ଉଡ଼ିଲା ବିମାନ

jharsuguda

Advertisment

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଆଜିଠୁ ଝାରସୁଗୁଡ଼ା ଏୟାରପୋର୍ଟରୁ Alliance ଏୟାର ବିମାନ ସେବା ଆରମ୍ଭ ହୋଇଛି । ଏହି କମ୍ପାନୀର ବିମାନ କୋଲକାତାରୁ ଆସି ସକାଳ ୭ଟା ୩୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଥିଲା।  ଝାରସୁଗୁଡ଼ାରୁ ବିମାନଟି  ୮ଟା ୧୦ରେ ଉଡ଼ାଣ ଆରମ୍ଭ କରିଥିଲା।  ଏହା ସକାଳ ୯ଟା ୧୫ରେ ଭୁବନେଶ୍ୱରରେ ପହଞ୍ଚିବ।

Advertisment

ସେହିପରି ଭୁବନେଶ୍ୱରରୁ ୯ଟା ୪୫ରେ ବାହାରି ୧୦ଟା ୫୦ରେ ଝାରସୁଗୁଡ଼ାରେ ପହଞ୍ଚିବ। ଏହାସହିତ ଝାରସୁଗୁଡ଼ାରୁ ୧୧ଟା ୩୦ରେ ବାହାରି ଦିନ ୧ଟାରେ କୋଲକାତାରେ ପହଞ୍ଚିବ। ଏନେଇ ଏଲାଏନ୍ସ ଏୟାର ଷ୍ଟେସନ ମ୍ୟାନେଜର ଅଭିଜିତ ଶତପଥୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ଗତ ୨୫ ତାରିଖରୁ ସ୍ପାଇସ ଜେଟ୍ କେବଳ ଝାରସୁଗୁଡାରୁ ହାଇଦ୍ରାବାଦ ଏବଂ ନୂଆଦିଲ୍ଲୀକୁ ବିମାନ ଚଳାଚଳ କରୁଛି।  କରୋନା ମୁକାବିଲା ପାଇଁ  ବିମାନ ସେବା ସାମୟିକ ଭାବେ ବନ୍ଦ ରହିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe