ଜୀବନ ନେଇଯାଇଥାନ୍ତା ଭତ୍ତା ଟଙ୍କା | Odisha Reporter
ଚାଲିବାକୁ ବଳ ନଥିଲା। ତଥାପି ବାହାରିପଡ଼ିଥିଲେ ଭତ୍ତା ଟଙ୍କା ଆଣିବା ପାଇଁ। ଏମିତିରେ ନିଜ ବୃଦ୍ଧ ସ୍ୱାମୀଙ୍କୁ ଏକା କେମିତି ଛାଡ଼ିଥାନ୍ତେ। ସେଥିଲାଗି ହାତରେ ହାତ ରଖି ଉଦୁଉଦିଆ ଖରାବେଳଟାରେ ଭତ୍ତା ଟଙ୍କା ଆଣିବାକୁ ଚାଲିଲେ ବୃଦ୍ଧ ଦମ୍ପତି। ସେଥି ଲାଗି ଘରଠୁ ସାତ କିଲୋମିଟର ଦୂର ବ୍ୟାଙ୍କ ଶାଖାକୁ ଗଲେ। ଟଙ୍କା ଉଠାଇଲେ। ହେଲେ ଘରକୁ ଫେରିବା ବେଳକୁ ଏ ବୁଢ଼ା ଦେହ ଉପରେ ଦାଉ ସାଜିଲା ଖରା। କାଳ ହୋଇ ମାଡ଼ି ବସିଲା ନିଆଁ ଓଗାଳୁ ଥିବା ଆକାଶ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
