ଆଜି ଓଡ଼ିଶା ଆସିବେ ଆମିକସ୍ କ୍ୟୁରି

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ନୂଆ ଆମିକସ୍ କ୍ୟୁରି ରଞ୍ଜିତ କୁମାର ଆଜି ଓଡ଼ିଶା ଆସିବା ସହ ଆସନ୍ତାକାଲି ପୁରୀ ଗସ୍ତ କରିବେ। ଆମିକସ୍ କ୍ୟୁରିଙ୍କ ଗସ୍ତ ପୂର୍ବରୁ ତାଙ୍କ ସହଯୋଗୀ ପ୍ରିୟା ହିଙ୍ଗୋରାନୀ ଶ୍ରୀକ୍ଷେତ୍ର ଆସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆସନ୍ତା ୨୭ରେ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବାକୁ ଥିବା ବେଳେ ରଞ୍ଜିତ କୁମାରଙ୍କ ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି। ବିଶେଷ କରି ଭକ୍ତଙ୍କଠାରୁ […]

puri

puri

Rakesh Mallick
  • Published: Friday, 22 February 2019
  • Updated: 22 February 2019, 09:31 AM IST

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ନୂଆ ଆମିକସ୍ କ୍ୟୁରି ରଞ୍ଜିତ କୁମାର ଆଜି ଓଡ଼ିଶା ଆସିବା ସହ ଆସନ୍ତାକାଲି ପୁରୀ ଗସ୍ତ କରିବେ। ଆମିକସ୍ କ୍ୟୁରିଙ୍କ ଗସ୍ତ ପୂର୍ବରୁ ତାଙ୍କ ସହଯୋଗୀ ପ୍ରିୟା ହିଙ୍ଗୋରାନୀ ଶ୍ରୀକ୍ଷେତ୍ର ଆସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆସନ୍ତା ୨୭ରେ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବାକୁ ଥିବା ବେଳେ ରଞ୍ଜିତ କୁମାରଙ୍କ ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି।

ବିଶେଷ କରି ଭକ୍ତଙ୍କଠାରୁ ଦାନ ଦକ୍ଷିଣା ଆଦାୟ ବନ୍ଦ, ଅନ୍ନଦାନ ଅଟିକା ଓ ବଂଶାନୁକ୍ରମିକ ସେବା ପରମ୍ପରା ଉଚ୍ଛେଦ ଆଦି ପ୍ରସ୍ତାବ ଉପରେ ନିଯୋଗର ଅସହମତି ରହିଥିବାରୁ ଏହାକୁ ନେଇ ଆମିକସ୍‌ କ୍ୟୁରିଙ୍କ ନିକଟରେ ସେବାୟତ ମତ ରଖିପାରନ୍ତି।

ଶ୍ରୀମନ୍ଦିରରେ ସଂସ୍କାର ଲାଗି ପୂର୍ବରୁ ୧୨ ସୂତ୍ରୀ ସଂସ୍କାରମୂଳକ ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ନିୟମ ପାଳନରେ ଅସୁବିଧା କେଉଁଠି ରହୁଛି, ତାହା ଜାଣିବାକୁ ଗତବର୍ଷ ସେପ୍ଟେମ୍ବରରେ ପୁରୀ ଆସି ବିଭିନ୍ନ ପକ୍ଷ ସହ ଆଲୋଚନା କରିଥିଲେ ପୂର୍ବ ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍। ସେ ହଠାତ୍‌ ଦାୟିତ୍ୱରୁ ଅବ୍ୟାହତି ନେଇଯିବାରୁ ପୂର୍ବତନ ସଲିସିଟର ଜେନେରାଲ ରଞ୍ଜିତ କୁମାରଙ୍କୁ ନୂଆ ଆମିକସ୍ କ୍ୟୁରି ଭାବେ ସୁପ୍ରିମକୋର୍ଟ ନିଯୁକ୍ତି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story