66 ବୟସରେ ଝାରସୁଗୁଡାରୁ ନେପାଳ | Odisha Reporter
ପ୍ରତିଦିନ ଶାରୀରିକ ବ୍ୟାୟାମ କରନ୍ତୁ ଓ ନିଶା ସେବନ ବର୍ଜନ କରି ସୁସ୍ଥ ଓ ନିରାମୟ ଜୀବନ ଯାପନ କରନ୍ତୁ । ଏହି ବାର୍ତ୍ତା ନେଇ ଝାରସୁଗୁଡ଼ା ଜିଲ୍ଲା ଦୂର୍ଲଗା ଗ୍ରାମର ୬୬ ବର୍ଷୀୟ ଅଭିରାମ ଶତପଥୀ,ପ୍ରାୟ ୩ ହଜାର କିମି ପଦ ଯାତ୍ରାର ଲକ୍ଷ ନେଇ ଝାରସୁଗୁଡାରୁ ଭୁଟାନ ଅଭିମୁଖେ ବାହାରିଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
