Advertisment

ନିଶା ବର୍ଜନର ବାର୍ତ୍ତା ନେଇ ନେପାଳକୁ ପଦ ଯାତ୍ରା କରୁଛନ୍ତି ବୃଦ୍ଧ

୬୬ ବର୍ଷୀୟ ବୃଦ୍ଧ ୩ ହଜାର କିମି ପଦ ଯାତ୍ରାର ଲକ୍ଷ ନେଇ ଝାରସୁଗୁଡାରୁ ଭୁଟାନ ଅଭିମୁଖେ ବାହାରିଛନ୍ତି l

Advertisment

ପ୍ରତିଦିନ ଶାରୀରିକ ବ୍ୟାୟାମ କରନ୍ତୁ ଓ ନିଶା ସେବନ ବର୍ଜନ କରି ସୁସ୍ଥ ଓ ନିରାମୟ ଜୀବନ ଯାପନ କରନ୍ତୁ । ଏହି ବାର୍ତ୍ତା ନେଇ ଝାରସୁଗୁଡ଼ା ଜିଲ୍ଲା ଦୂର୍ଲଗା ଗ୍ରାମର ୬୬ ବର୍ଷୀୟ ଅଭିରାମ ଶତପଥୀ,ପ୍ରାୟ ୩ ହଜାର କିମି ପଦ ଯାତ୍ରାର ଲକ୍ଷ ନେଇ ଝାରସୁଗୁଡାରୁ ଭୁଟାନ ଅଭିମୁଖେ ବାହାରିଛନ୍ତି ।

Advertisment
Odisha Jharsuguda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe