ନକ୍ସଲ ବିରୋଧୀ ଅଭିଯାନକୁ ଜୋରଦାର କରିବାକୁ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନକ୍ସଲ ଦମନ ନେଇ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ପୁଲିସ ଡିଜି ସ୍ତରୀୟ ବୈଠକ ଭୁବନେଶ୍ୱରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଗାମୀ ଦିନରେ ନକ୍ସଲ ଦମନ ଅଭିଯାନକୁ ଜୋରଦାର କରିବା ପାଇଁ ଦୁଇ ରାଜ୍ୟ ସହମତ ହୋଇଛନ୍ତି। ଆଗକୁ ନିର୍ବାଚନ ଆସୁଥିବାରୁ ନକ୍ସଲ ହିଂସାକୁ ଆଖି ଆଗରେ ରଖି ଗୁଇନ୍ଦା ସୂଚନା ଆଦାନ ପ୍ରଦାନ ଜରୁରୀ ବୋଲି ମତ ପ୍ରକାଶ କରିଛନ୍ତି ଉଭୟ ରାଜ୍ୟର ପୁଲିସ ମୁଖ୍ୟ। ନିକଟରେ ଆନ୍ଧ୍ରରେ ଜଣେ ବିଧାୟକଙ୍କ […]

dgp

dgp

Rakesh Mallick
  • Published: Friday, 05 October 2018
  • Updated: 05 October 2018, 10:34 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନକ୍ସଲ ଦମନ ନେଇ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ପୁଲିସ ଡିଜି ସ୍ତରୀୟ ବୈଠକ ଭୁବନେଶ୍ୱରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଗାମୀ ଦିନରେ ନକ୍ସଲ ଦମନ ଅଭିଯାନକୁ ଜୋରଦାର କରିବା ପାଇଁ ଦୁଇ ରାଜ୍ୟ ସହମତ ହୋଇଛନ୍ତି। ଆଗକୁ ନିର୍ବାଚନ ଆସୁଥିବାରୁ ନକ୍ସଲ ହିଂସାକୁ ଆଖି ଆଗରେ ରଖି ଗୁଇନ୍ଦା ସୂଚନା ଆଦାନ ପ୍ରଦାନ ଜରୁରୀ ବୋଲି ମତ ପ୍ରକାଶ କରିଛନ୍ତି ଉଭୟ ରାଜ୍ୟର ପୁଲିସ ମୁଖ୍ୟ।

ନିକଟରେ ଆନ୍ଧ୍ରରେ ଜଣେ ବିଧାୟକଙ୍କ ସମେତ ଦୁଇ ଜଣ ଟିଡିପି ନେତାଙ୍କୁ ନକ୍ସଲ ହତ୍ୟା କରିଥିଲେ। ଏହି ଘଟଣା ପରେ ଓଡ଼ିଶା-ଆନ୍ଧ୍ର ପୁଲିସର ଆତ୍ମ ବିଶ୍ଵାସ ଦୋହଲିଯାଇଛି। ସେଥିପାଇଁ ଉଭୟ ରାଜ୍ୟ ନକ୍ସଲଙ୍କ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି। ବିଶେଷ କରି ଗୁଇନ୍ଦା ସୂଚନା ଆଦାନପ୍ରଦାନ ସହ ସୀମାରେ ସୁରକ୍ଷା କର୍ମୀଙ୍କ ମୁତୟନ ଓ କଟଅଫ୍‌ ଏରିଆରେ ସମନ୍ୱିତ ନକ୍ସଲ ମୁକାବିଲା ଅଭିଯାନ ଉପରେ ଗୁରୁତ୍ୱ ଦିଆଯାଇଛି।
ଆଜିର ବୈଠକରେ ଆନ୍ଧ୍ର ପୁଲିସ ଡିଜି ଆର. ପି. ଠାକୁର, ଏଡିଜି ଅପେରେସନ, ଇଣ୍ଟେଲିଜେନ୍ସ, ଗ୍ରେ ହାଉଣ୍ଡର ମୁଖ୍ୟଙ୍କ ସହ ଓଡ଼ିଶା ପୁଲିସ ଡିଜି ଡକ୍ଟର ଆର୍‌.ପି ଶର୍ମା ଏବଂ ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଏସ୍‌ପିମାନେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story