Advertisment

ଓଡ଼ିଶାରେ ଧସେଇ ପଶୁଛି ଆନ୍ଧ୍ର ଭାଷା

ପ୍ରଥମେ ଏହି ଦୃଶ୍ୟକୁ ଦେଖନ୍ତୁ ଆପଣ ମଧ୍ୟ ଥରୁଟିଏ ଚିନ୍ତା କରିବାକୁ ବାଧ୍ୟ ହେବେ ଏହା ଆନ୍ଧ୍ରପ୍ରଦେଶ କି ? ଔଷଧ ଦୋକାନ ଠାରୁ ସପିଙ୍ଗମଲ୍ କଥା କୁହନ୍ତୁ କି ଯାତ୍ରୀବାହୀ ବସ କଥା ସବୁଥିରେ ତେଲୁଗୁ ଓ ଇଂରାଜୀ ଭାଷାର ଲେଖା । ହେଲେ ଏହା ଆନ୍ଧ୍ର ନୁହେଁ ଓଡ଼ିଶାର ଚିତ୍ର । ରାୟଗଡ଼ା ଜିଲ୍ଲାର ସୀମାନ୍ତବର୍ତ୍ତୀ ଗୁଣୁପୁର ସହରରେ ଓଡ଼ିଆ ବଦଳରେ ରାଜ୍ କରୁଛି ତେଲୁଗୁ ଓ ଇଂରାଜୀ ଭାଷା

author-image
Manoj Swain

ପ୍ରଥମେ ଏହି ଦୃଶ୍ୟକୁ ଦେଖନ୍ତୁ ଆପଣ ମଧ୍ୟ ଥରୁଟିଏ ଚିନ୍ତା କରିବାକୁ ବାଧ୍ୟ ହେବେ ଏହା ଆନ୍ଧ୍ରପ୍ରଦେଶ କି ? ଔଷଧ ଦୋକାନ ଠାରୁ ସପିଙ୍ଗମଲ୍ କଥା କୁହନ୍ତୁ କି ଯାତ୍ରୀବାହୀ ବସ କଥା ସବୁଥିରେ ତେଲୁଗୁ ଓ ଇଂରାଜୀ ଭାଷାର ଲେଖା। ହେଲେ ଏହା ଆନ୍ଧ୍ର ନୁହେଁ ଓଡ଼ିଶାର ଚିତ୍ର। ରାୟଗଡ଼ା ଜିଲ୍ଲାର ସୀମାନ୍ତବର୍ତ୍ତୀ ଗୁଣୁପୁର ସହରରେ ଓଡ଼ିଆ ବଦଳରେ ରାଜ୍ କରୁଛି ତେଲୁଗୁ ଓ ଇଂରାଜୀ ଭାଷା। 

Advertisment
Odisha