ଓଡ଼ିଶାରେ ଧସେଇ ପଶୁଛି ଆନ୍ଧ୍ର ଭାଷା | Odisha Reporter
Advertisment
ପ୍ରଥମେ ଏହି ଦୃଶ୍ୟକୁ ଦେଖନ୍ତୁ ଆପଣ ମଧ୍ୟ ଥରୁଟିଏ ଚିନ୍ତା କରିବାକୁ ବାଧ୍ୟ ହେବେ ଏହା ଆନ୍ଧ୍ରପ୍ରଦେଶ କି ? ଔଷଧ ଦୋକାନ ଠାରୁ ସପିଙ୍ଗମଲ୍ କଥା କୁହନ୍ତୁ କି ଯାତ୍ରୀବାହୀ ବସ କଥା ସବୁଥିରେ ତେଲୁଗୁ ଓ ଇଂରାଜୀ ଭାଷାର ଲେଖା। ହେଲେ ଏହା ଆନ୍ଧ୍ର ନୁହେଁ ଓଡ଼ିଶାର ଚିତ୍ର। ରାୟଗଡ଼ା ଜିଲ୍ଲାର ସୀମାନ୍ତବର୍ତ୍ତୀ ଗୁଣୁପୁର ସହରରେ ଓଡ଼ିଆ ବଦଳରେ ରାଜ୍ କରୁଛି ତେଲୁଗୁ ଓ ଇଂରାଜୀ ଭାଷା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us