ଆନ୍ଧ୍ର ଠୁ ମୁହଁ ଫେରାଉଛନ୍ତି ଲୋକେ। ଓଡ଼ିଶାରେ ମିଶିବାକୁ ବ୍ୟାକୁଳ ହେଲେଣି। ଏସପିଙ୍କୁ ଭେଟି ଗୁହାରୀ ଜଣାଇଲେ ଆନ୍ଧ୍ରବାସୀ।