Advertisment

ସିନ୍ଦୂର ପୋଛି ଦେଲା ଭୂତାଣୁ

ଅନୁଗୋଳ(ବିରଜା ପ୍ରସାଦ ଦାଶ) ଅନୁଗୋଳ ଜିଲ୍ଲାର ପାଲଲହଡ଼ା ଉପଖଣ୍ଡରେ କାର୍ଯ୍ୟରତଥିବା ଯୋଗାଣ ବିଭାଗର ପ୍ରୋକରୁମେଣ୍ଟ ଇନ୍ସପେକ୍ଟର ସୁବ୍ରତ କୁମାର ମାଝୀଙ୍କ କରୋନାରେ ଦେହାନ୍ତ ହୋଇଯାଇଛି । ଗତ ୨ତାରିଖରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣା ପଡିବା ପରେ ରାଉରକେଲାର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମାତ୍ର ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଯାଇଥିଲା। Deeply saddened to learn about the demise of Shri Subrat Kumar Majhi, one of our Procurement […]

ଅଦ୍ୟତନ ହୋଇଛି
ସିନ୍ଦୂର ପୋଛି ଦେଲା ଭୂତାଣୁ

700

Advertisment

ଅନୁଗୋଳ(ବିରଜା ପ୍ରସାଦ ଦାଶ) ଅନୁଗୋଳଜିଲ୍ଲାର ପାଲଲହଡ଼ା ଉପଖଣ୍ଡରେ କାର୍ଯ୍ୟରତଥିବା ଯୋଗାଣ ବିଭାଗର ପ୍ରୋକରୁମେଣ୍ଟ ଇନ୍ସପେକ୍ଟର ସୁବ୍ରତ କୁମାର ମାଝୀଙ୍କ କରୋନାରେ ଦେହାନ୍ତ ହୋଇଯାଇଛି । ଗତ ୨ତାରିଖରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣା ପଡିବା ପରେ ରାଉରକେଲାର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମାତ୍ର ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଯାଇଥିଲା।

Advertisment

https://twitter.com/rajaaswain/status/1395002428433465347?s=20

ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିବାବେଳେ ସେ ପାଲଲହଡ଼ା ଗୋଡାଉନର ଇନଚାର୍ଜ  ଥିଲେ । ସୁବ୍ରତ କୁମାର ମାଝୀ ରାଉରକେଲାର ବାସିନ୍ଦା ହୋଇଥିବାବେଳେ ଗତବର୍ଷ ସେ ବିବାହ କରିଥିଲେ । ସେ ଜଣେ ଦକ୍ଷ ଅଧିକାରୀ ଓ ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ବିଭିନ୍ନ ମହଲରେ  ପରିଚିତ ଥିଲେ ।ତାଙ୍କ ମୃତ୍ୟୁରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

Corona Death In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe