Advertisment

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ଆଉ ୧୫୦୪ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୯୫୨୪୫ରେ ପହଞ୍ଚିଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 57 from Kendrapara53 from Jharsuguda44 from Keonjhar37 from Kalahandi37 from Sambalpur36 from Nayagarh35 from Baleswar34 from Dhenkanal34 from Jajapur31 from Bhadrak28 from Koraput18 from Sonepur17 from Ganjam14 from Nabarangpur13 […]

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୪ କରୋନା ଆକ୍ରାନ୍ତ

covid19

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ଆଉ ୧୫୦୪ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୯୫୨୪୫ରେ ପହଞ୍ଚିଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

https://twitter.com/HFWOdisha/status/1327260064017649665?s=20

https://twitter.com/HFWOdisha/status/1327260066072854528?s=20

ଆଜି ରାଜ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୧୩୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୨୭, କଟକରୁ ୧୨୨, ମୟୂରଭଞ୍ଜରୁ ୯୩, ଅନୁଗୋଳରୁ ୭୬, ନୂଆପଡ଼ାରୁ ୭୬, ବଲାଙ୍ଗିରରୁ ୭୫, ପୁରୀରୁ ୭୨, ବରଗଡ଼ରୁ ୬୮, ମାଲକାନଗିରିରୁ ୬୦ ଓ ଜଗତସିଂହପୁରରୁ ୫୯ ଆରୋଗ୍ୟ ଲାଭ କରିଛନ୍ତି।

ସେହିପରି କେନ୍ଦ୍ରାପଡ଼ାରୁ ୫୭, ଝାରସୁଗୁଡ଼ାରୁ ୫୩, କେନ୍ଦୁଝରରୁ ୪୪, କଳାହାଣ୍ଡିରୁ ୩୭, ନୟାଗଡ଼ରୁ ୩୬, ବାଲେଶ୍ୱରରୁ ୩୫, ଢେଙ୍କାନାଳରୁ ୩୪, ଯାଜପୁରରୁ ୩୪, ଭଦ୍ରକରୁ ୩୧, କୋରାପୁଟରୁ ୨୮, ସୋନପୁରରୁ ୧୮, ଗଞ୍ଜାମରୁ ୧୭, ନବରଙ୍ଗପୁରରୁ ୧୪, କନ୍ଧମାଳରୁ ୧୩, ଦେବଗଡ଼ରୁ ୬, ରାୟଗଡ଼ାରୁ ୬, ଗଜପତିରୁ ୫, ବୌଦ୍ଧରୁ ୨ ଓ ଷ୍ଟେଟ୍ ପୁଲରୁ ୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe