ଆରୋଗ୍ୟ ହେଲେ ୨୦୦୯ କରୋନା ଆକ୍ରାନ୍ତ: କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ଆଜି ୨୦୦୯ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ୩୫୧୩୮୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇଛି। Another 2009 Covid patients have recovered and are being discharged on 21.04.2021 274 from Nuapada266 from Sundargarh206 from Khordha152 from Keonjhar121 from Sambalpur113 from Kalahandi108 from Bargarh107 from […]

Corona

Corona

Manoranjan Sial
  • Published: Wednesday, 21 April 2021
  • Updated: 21 April 2021, 09:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ଆଜି ୨୦୦୯ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ୩୫୧୩୮୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

https://twitter.com/HFWOdisha/status/1384861493561286659?s=20

ଆରୋଗ୍ୟ ହୋଇଥିବା ୨୦୦୯ କରୋନା ଆକ୍ରାନ୍ତଙ୍କ ଭିତରୁ ନୂଆପଡ଼ାରୁ ସର୍ବାଧିକ ୨୭୪ ଜଣ ଅଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୨୬୬, ଖୋର୍ଦ୍ଧାରୁ ୨୦୬, କେନ୍ଦୁଝରରୁ ୧୫୨, ସମ୍ୱଲପୁରରୁ ୧୨୧, କଳାହାଣ୍ଡିରୁ ୧୧୩, ବରଗଡ଼ରୁ ୧୦୮, ପୁରୀରୁ ୧୦୭, ବଲାଙ୍ଗିରରୁ ୮୮, ବାଲେଶ୍ୱରରୁ ୮୦, ଝାରସୁଗୁଡ଼ାରୁ ୬୪, କଟକରୁ ୫୭, ନବରଙ୍ଗପୁରରୁ ୫୨, ଗଞ୍ଜାମରୁ ୪୨, ଯାଜପୁରରୁ ୩୩, ଦେବଗଡ଼ରୁ ୩୧, ରାୟଗଡ଼ାରୁ ୨୮, ମୟୂରଭଞ୍ଜରୁ ୨୬, ଅନୁଗୋଳରୁ ୨୦, ଗଜପତିରୁ ୧୯, କନ୍ଧମାଳରୁ ୧୫, ସୋନପୁରରୁ ୧୪, ଜଗତସିଂହପୁରରୁ ୧୩, ଭଦ୍ରକରୁ ୧୧, କୋରାପୁଟରୁ ୯, ନୟାଗଡ଼ରୁ ୮, ଢେଙ୍କାନାଳରୁ ୩, କେନ୍ଦ୍ରାପଡ଼ାରୁ ୨, ମାଲକାନଗିରିରୁ ଜଣେ ଓ ଷ୍ଟେଟ୍‌ ପୁଲରୁ ୪୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos