Advertisment

ଆରୋଗ୍ୟ ହେଲେ ୨୪୫୨ କରୋନା ଆକ୍ରାନ୍ତ, ଆଗରେ ସୁନ୍ଦରଗଡ଼

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୪୫୨ ଜଣ ମହାମାରୀ କରୋନାରୁ ଆରୋଗ୍ୟ ହେଲେ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୩୫୬୦୦୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇଛି। Another 2452 Covid patients have recovered and are being discharged on 23.04.2021 458 from Sundargarh350 from Khordha217 from Nuapada145 from Jharsuguda120 from Sambalpur112 from Puri111 from […]

author-image
Manoranjan Sial
ରାଜ୍ୟରେ କରୋନା ନେଲା ଆଉ ୪୩ ଜୀବନ

corona testing

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୪୫୨ ଜଣ ମହାମାରୀ କରୋନାରୁ ଆରୋଗ୍ୟ ହେଲେ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୩୫୬୦୦୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

Advertisment

https://twitter.com/HFWOdisha/status/1385558359407955973?s=20

ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪୫୮ ଜଣ ଅଛନ୍ତି। ସେହିପରି  ଖୋର୍ଦ୍ଧାରୁ ୩୫୦, ନୂଆପଡ଼ାରୁ ୨୧୭, ଝାରସୁଗୁଡ଼ାରୁ ୧୪୫, ସମ୍ୱଲପୁରରୁ ୧୨୦, ପୁରୀରୁ ୧୧୨, ବରଗଡ଼ରୁ ୧୧୧, କଟକରୁ ୧୧୦, ବଲାଙ୍ଗିରରୁ ୧୦୯, କେନ୍ଦୁଝରରୁ ୭୪, ବାଲେଶ୍ୱରରୁ ୭୧, ଅନୁଗୋଳରୁ ୬୫, ଗଞ୍ଜାମରୁ ୫୫, ଯାଜପୁରରୁ ୪୭, ନବରଙ୍ଗପୁରରୁ ୪୩, ମୟୂରଭଞ୍ଜରୁ ୩୮, ରାୟଗଡ଼ାରୁ ୩୪, କଳାହାଣ୍ଡିରୁ ୩୧, ଭଦ୍ରକରୁ ୨୮, ସୋନପୁରରୁ ୨୫, ଦେବଗଡ଼ରୁ ୨୩, ଗଜପତିରୁ ୨୦, ଜଗତସିଂହପୁରରୁ ୧୮, କୋରାପୁଟରୁ ୧୭, ନୟାଗଡ଼ରୁ ୧୪, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୧୨, ମାଲକାନଗିରିରୁ ୭, ଢ଼େଙ୍କାନାଳରୁ ୪ ଓ ଷ୍ଟେଟ୍‌ ପୁଲରୁ ୮୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।