/odisha-reporter/media/post_attachments/uploads/2020/08/corona-4.jpg)
corona
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆରୋଗ୍ୟ ହେଲେ ୬୨୯ ଜଣ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୩୧୪୦୨୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
https://twitter.com/HFWOdisha/status/1334497832481349632?s=20
ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଅନୁଗୋଳରୁ ସର୍ବାଧିକ ୭୩ ଜଣ ଅଛନ୍ତି। ସୁନ୍ଦରଗଡ଼ରୁ ୬୫, ଖୋର୍ଦ୍ଧାରୁ ୬୦, ମୟୂରଭଞ୍ଜରୁ ୪୪, ନୂଆପଡ଼ାରୁ ୩୯, ଝାରସୁଗୁଡ଼ାରୁ ୩୬, ବଲାଙ୍ଗିରିରୁ ୩୧, କଟକରୁ ୨୯, ଜଗତସିଂହପୁରରୁ ୨୮, କେନ୍ଦୁଝରରୁ ୨୬, ବାଲେଶ୍ୱରରୁ ୨୫, ଭଦ୍ରକରୁ ୨୦, ସମ୍ୱଲପୁରରୁ ୧୯, ଗଞ୍ଜାମରୁ ୧୭, କେନ୍ଦ୍ରାପଡ଼ାରୁ ୧୭, ପୁରୀରୁ ୧୭, ବରଗଡ଼ରୁ ୧୪, ଯାଜପୁରରୁ ୧୪, କଳାହାଣ୍ଡିରୁ ୭, ନୟାଗଡ଼ରୁ ୭, ଢେଙ୍କାନାଳରୁ ୬, କୋରାପୁଟରୁ ୬, ଗଜପତିରୁ ୪, ନବରଙ୍ଗପୁରରୁ ୪, ରାୟଗଡ଼ାରୁ ୪, ବୌଦ୍ଧରୁ ୩, ଦେବଗଡ଼ରୁ ୩, କନ୍ଧମାଳରୁ ୨, ସୋନପୁରରୁ ୧ ଓ ଷ୍ଟେଟ୍ ପୁଲରୁ ୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
