Advertisment

ଆରୋଗ୍ୟ ହେଲେ ୬୬୦ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରୋଗ୍ୟ ହେଲେ ୬୬୦ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୩୧୩୩୯୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 660 Covid patients have recovered and are being discharged on 02.12.2020 56 from Mayurbhanj55 from Anugul54 from Khordha46 from Sundargarh42 from Bolangir39 from Jagatsinghpur38 from Baleswar38 from Cuttack37 […]

author-image
Manoranjan Sial
ଆରୋଗ୍ୟ ହେଲେ ୬୬୦ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

corona

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରୋଗ୍ୟ ହେଲେ ୬୬୦ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୩୧୩୩୯୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

Advertisment

https://twitter.com/HFWOdisha/status/1334129862517301249?s=20

ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ସର୍ବାଧିକ ମୟୂରଭଞ୍ଜରୁ ୫୪ ଜଣ ଅଛନ୍ତି। ସେହିପରି ଅନୁଗୋଳରୁ ୫୫, ଖୋର୍ଦ୍ଧାରୁ ୫୪, ସୁନ୍ଦରଗଡ଼ରୁ ୪୬, ବଲାଙ୍ଗିରରୁ ୪୨, ଜଗତସିଂହପୁରରୁ ୩୯, ବାଲେଶ୍ୱରରୁ ୩୮, କଟକରୁ ୩୮, କେନ୍ଦୁଝରରୁ ୩୭, ଝାରସୁଗୁଡ଼ାରୁ ୨୮, କେନ୍ଦ୍ରାପଡ଼ାରୁ ୨୬, ନୂଆପଡ଼ାରୁ ୨୬, ପୁରୀରୁ ୨୩, ସମ୍ୱଲପୁରରୁ ୨୩, ଯାଜପୁରରୁ ୧୭, ଢେଙ୍କାନାଳରୁ ୧୬, ଭଦ୍ରକରୁ ୧୫, କଳାହାଣ୍ଡିରୁ ୧୧, ମାଲକାନଗିରିରୁ ୮, ନବରଙ୍ଗପୁରରୁ ୮, ଦେବଗଡ଼ରୁ ୪, ଗଞ୍ଜାମରୁ ୪, କୋରାପୁଟରୁ ୪, ରାୟଗଡ଼ାରୁ ୪, କନ୍ଧମାଳରୁ ୩, ନୟାଗଡ଼ରୁ ୩, ଗଜପତିରୁ ୨, ସୋନପୁରରୁ ୨ ଓ ଷ୍ଟେଟ୍‌ ପୁଲରୁ ୧୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।