ଆରୋଗ୍ୟ ହେଲେ ୭୨୮ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆରୋଗ୍ୟ ହେଲେ ୭୨୮ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୩୦୮୧୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
Another 728 Covid patients have recovered and are being discharged on 25.11.2020
103 from Khordha
73 from Mayurbhanj
67 from Sundargarh
44 from Nuapada
42 from Cuttack
37 from Baleswar
32 from Bolangir
30 from Jagatsinghpur
30 from Kendrapara
28 from Sambalpur
26 from State Pool— H & FW Dept Odisha (@HFWOdisha) November 25, 2020
ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୧୦୩ ଜଣ ଅଛନ୍ତି। ସେହିପରି ମୟୂରଭଞ୍ଜରୁ ୭୩, ସୁନ୍ଦରଗଡ଼ରୁ ୬୭, ନୂଆପଡ଼ାରୁ ୪୪, କଟକରୁ ୪୨, ବାଲେଶ୍ୱରରୁ ୩୭, ବଲାଙ୍ଗିରିରୁ ୩୨, ଜଗତସିଂହପୁରରୁ ୩୦, କେନ୍ଦ୍ରାପଡ଼ାରୁ ୩୦, ସମ୍ୱଲପୁରରୁ ୨୮, ଷ୍ଟେଟ୍ ପୁଲ୍ରୁ ୨୬, କେନ୍ଦୁଝରରୁ ୨୫, ଅନୁଗୋଳରୁ ୨୪, ବରଗଡ଼ରୁ ୨୧, ଝାରସୁଗୁଡ଼ାରୁ ୧୭, ଯାଜପୁରରୁ ୧୪, କଳାହାଣ୍ଡିରୁ ୧୪, ଢେଙ୍କାନାଳରୁ ୧୩, ପୁରୀରୁ ୧୩, ଭଦ୍ରକରୁ ୧୧, ଦେବଗଡ଼ରୁ ୧୦, ମାଲକାନଗିରିରୁ ୧୦, ନବରଙ୍ଗପୁରରୁ ୧୦, ଗଞ୍ଜାମରୁ ୯, ନୟାଗଡ଼ରୁ ୭, ସୋନପୁରରୁ ୭, କନ୍ଧମାଳରୁ ୫, ରାୟଗଡ଼ାରୁ ୩, କୋରାପୁଟରୁ ୨ ଓ ବୌଦ୍ଧରୁ ଜଣେ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।