Advertisment

ଆରୋଗ୍ୟ ହେଲେ ୮୪୦୧ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ଆଜି ୮୪୦୧ ଜଣ ଆରୋଗ୍ୟ ହୋଇଛି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୪୩୧୬୫୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 8401 Covid patients have recovered and are being discharged on 07.05.2021 1825 from Khordha931 from Sundargarh481 from Cuttack346 from Nabarangpur343 from Jharsuguda322 from Anugul308 from Mayurbhanj307 […]

ଅସମ୍ଭାଳ ହେଲାଣି କରୋନା: ଦିନକରେ ୬୮ ହଜାର ସଂକ୍ରମିତ, ଗଲା ଆଉ ୨୯୧ ଜଣଙ୍କ ଜୀବନ

Corona1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ଆଜି ୮୪୦୧ ଜଣ ଆରୋଗ୍ୟ ହୋଇଛି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୪୩୧୬୫୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

Advertisment

https://twitter.com/HFWOdisha/status/1390626646084907011?s=20

ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଆଗରେ ଖୋର୍ଦ୍ଧା ରହିଛି। ଏହି ଜିଲ୍ଲାରୁ ଆଜି ୧୮୨୫ ଜଣ ଅଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୯୩୧, କଟକରେ ୪୮୧, ନବରଙ୍ଗପୁରରେ ୩୪୬, ଝାରସୁଗୁଡ଼ାରେ ୩୪୩, ଅନୁଗୋଳରେ ୩୨୨, ମୟୂରଭଞ୍ଜରେ ୩୦୮, ସମ୍ୱଲପୁରରେ ୩୦୭, ନୂଆପଡ଼ାରେ ୨୯୭, ପୁରୀରୁ ୨୮୭, ବରଗଡ଼ରେ ୨୭୦, ଯାଜପୁରରେ ୨୪୦, ବରଗଡ଼ରେ ୨୩୪, କେନ୍ଦୁଝରରେ ୨୩୪, ଗଞ୍ଜାମରେ ୨୨୨, ବାଲେଶ୍ୱରରେ ୨୦୦, ଗଜପତିରେ ୧୫୭, ରାୟଗଡ଼ାରେ ୧୪୭, କଳାହାଣ୍ଡିରେ ୧୨୩, ନୟାଗଡ଼ରେ ୧୨୦, ସୋନପୁରରେ ୧୧୨, ଜଗତସିଂହପୁରରେ  ୧୦୯, ଦେବଗଡ଼ରେ ୯୬, କେନ୍ଦ୍ରାପଡ଼ାରେ ୮୫, କୋରାପୁଟରେ ୭୬, ଭଦ୍ରକରୁ ୬୭, କନ୍ଧମାଳରୁ ୫୩, ମାଲକାନଗିରିରୁ ୨୬, ଢେଙ୍କାନାଳରୁ ୨୫, ବୌଦ୍ଧରୁ ୨୦ ଓ ଷ୍ଟେଟ୍‌ ପୁଲରୁ ୩୩୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe