/odisha-reporter/media/post_attachments/uploads/2020/08/corona-kit.jpg)
corona-kit
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆରୋଗ୍ୟ ହେଲେ ୯୦୫ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୩୦୫୮୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
https://twitter.com/HFWOdisha/status/1330503597092724740?s=20
ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ସୁନ୍ଦରଗଡ଼ରୁ ସର୍ବାଧିକ ୯୨ ଜଣ ଅଛନ୍ତି। ସେହିପରି କେନ୍ଦୁଝରରୁ ୬୦, କଟକରୁ ୫୯, ମୟୂରଭଞ୍ଜରୁ ୪୯, ଖୋର୍ଦ୍ଧାରୁ ୪୮, ଜଗତସିଂହପୁରରୁ ୪୩, ସମ୍ୱଲପୁରରୁ ୪୩, କଳାହାଣ୍ଡି ୪୧, ନୂଆପଡ଼ାରୁ ୪୦, ଅନୁଗୋଳରୁ ୩୯, ଯାଜପୁରରୁ ୩୯, ଯାଜପୁରରୁ ୩୯, କେନ୍ଦ୍ରାପଡ଼ାରୁ ୩୯, ପୁରୀରୁ ୩୯, ବୌଦ୍ଧରୁ ୩୨, ବାଲେଶ୍ୱରରୁ ୨୭, ବରଗଡ଼ରୁ ୨୭, ବଲାଙ୍ଗିରିରୁ ୨୬, ନୟାଗଡ଼ରୁ ୨୨, ଝାରସୁଗୁଡ଼ାରୁ ୨୦, ଗଞ୍ଜାମରୁ ୧୭, ନବରଙ୍ଗପୁରରୁ ୧୪, ମାଲକାନଗିରିରୁ ୧୨, ଢେଙ୍କାନାଳରୁ ୧୧, ଭଦ୍ରକରୁ ୧୦, କୋରାପୁଟରୁ ୧୦, କନ୍ଧମାଳରୁ ୯, ସୋନପୁରରୁ ୭, ଦେବଗଡ଼ରୁ ୪, ଗଜପତିରୁ ୪, ରାୟଗଡ଼ାରୁ ୨ ଓ ଷ୍ଟେଟ୍ ପୁଲରୁ ୨୦ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
