ଝୁଲିପଡିଲେ ଆଉଜଣେ ଅଭିନେତ୍ରୀ || Actress Akanksha Dubey Found Dead In UP Hotel || Odisha Reporter
Advertisment
ଭୋଜପୁରୀ ଅଭିନେତ୍ରୀ ଆକାଙକ୍ଷା ଦୁବେଙ୍କ ସନ୍ଦେହଜନକ ମୃତ୍ୟୁ। ଉତ୍ତରପ୍ରଦେଶ ବାରଣାସୀର ଏକ ହୋଟେଲରୁ ମିଳିଛି ତାଙ୍କ ଝୁଲନ୍ତା ମୃତଦେହ। ଏକ ଫିଲ୍ମ ସୁଟିଂ ପାଇଁ ବାରଣାସୀ ଯାଇଥିଲେ ଆକାଙକ୍ଷା। ଏପରିକି ଶୁଟିଂ ବି କରିଥିଲେ ବୋଲି ସୂଚନା ମିଳିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us