Advertisment

ଦ୍ୱିତୀୟ ବିବାହ କରିବେ ପୁଣି ଦୁଇ ଜିଲ୍ଲାପାଳ!

ବିବାହ କରିବେ ଆଉ ଏକ କଲେକ୍ଟର କପୁଲ। ସମର୍ଥ ବର୍ମା ଓ ସ୍ୱଧାଦେବ ସିଂହଙ୍କ ବିବାହ ଚର୍ଚ୍ଚା। ଶୁଣାଯାଉଛି ଆସନ୍ତା ୧୫ ତାରିଖରେ ବିବାହ ବନ୍ଧନରେ ବାନ୍ଧିହେବେ ଦୁଇ ଜିଲ୍ଲାପାଳ।

author-image
Debendra Prusty

ବିବାହ କରିବେ ଆଉ ଏକ କଲେକ୍ଟର କପୁଲ।  ସମର୍ଥ ବର୍ମା ଓ ସ୍ୱଧାଦେବ ସିଂହଙ୍କ ବିବାହ ଚର୍ଚ୍ଚା।  ଶୁଣାଯାଉଛି ଆସନ୍ତା ୧୫ ତାରିଖରେ ବିବାହ ବନ୍ଧନରେ ବାନ୍ଧିହେବେ ଦୁଇ ଜିଲ୍ଲାପାଳ। 

Advertisment
Odisha Marriage Odisha Ias Officers Second Marriage