Advertisment

BJD Politics: ଆଉ ଜଣେ ନେତାଙ୍କୁ ନିଲମ୍ବନ କଲା ବିଜେଡି

ଆଉ ଜଣେ ନେତାଙ୍କୁ ଦଳରୁ ନିଲମ୍ବନ କରିଛି ବିଜେଡି। ପୁରୀ ଜିଲ୍ଲା ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରାଇଙ୍କୁ ବିଜେଡିରୁ ନିଳମ୍ବନ କରାଯାଇଛି।

Sankha Bhawan
Advertisment

ଆଉ ଜଣେ ନେତାଙ୍କୁ ଦଳରୁ ନିଲମ୍ବନ କରିଛି ବିଜେଡି। ପୁରୀ ଜିଲ୍ଲା ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରାଇଙ୍କୁ ବିଜେଡିରୁ ନିଳମ୍ବନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବନ କରିଛି ବିଜେଡି। 

Advertisment

ସରୋଜିନୀ ତରାଇଙ୍କୁ କେଉଁ ପ୍ରକାରର ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଗଲା, ତାହା ପ୍ରତାପ ଜେନା (ଉପସଭାପତି, ମୁଖ୍ୟାଳୟ, ବିଜେଡି)ଙ୍କ ଦସ୍ତଖତ ଥିବା ଅଫିସ୍‌ ଅର୍ଡରରେ ଉଲ୍ଲେଖ କରାଯାଇନାହିଁ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe