Advertisment

ବାବୁରାଜକୁ ପୁଣି ଝଟକା!

ଅନ୍ୟ ରାଜ୍ୟ ଭଳି ହୋମଗାର୍ଡଙ୍କୁ ଦୈନିକ ଭତ୍ତା ମିଳୁ। ଏତେ କମ ଭତ୍ତାରେ ଚଳିହେଉନାହିଁ। ଏହିଭଳି ଦାବି ନେଇ ଆନ୍ଦୋଳନ କରି ଚାକିରି ହରାଇବା ପରେ ୨୦୧୬ ସେପଟେମ୍ବର ୨ରେ ନବୀନ ନିବାସ ଆଗରେ ଦେହରେ କିରୋସିନ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଥିଲେ ହୋମଗାର୍ଡ ସନ୍ଦୀପ ହାତୀ। ୮ ଦିନ ପରେ କଟକ ଏସସିବିରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ୫ ବର୍ଷ ଧରି ରାଜ୍ୟ ସରକାରଙ୍କ ସହ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଲଢ଼େଇ ପରେ ଏବେ ସୁପ୍ରିମକୋର୍ଟ ତାଙ୍କ ଭଳି ହଜାର ହଜାର ହୋମଗାର୍ଡଙ୍କୁ ନ୍ୟାୟ ଦେଇଛନ୍ତି ବୋଲି କହିଛନ୍ତି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘର ସଭାପତି ରଂଜନ କୁମାର ମଲ୍ଲିକ।

author-image
Debendra Prusty

Odisha Odisha Police Odisha Bureaucracy Odisha Home Guards