ଗୋପାଳଙ୍କୁ ନେଇ ବଢୁଛି କୌତୁହଳ || Naba Kishore Das Death Case Updates || Odisha Reporter
Advertisment
ତଦନ୍ତ ଯେତିକି ଯେତିକି ଆଗଉଛି ଗୋପାଳଙ୍କ ବିଷୟରେ ଜାଣିବା ପାଇଁ ଲୋକଙ୍କ ମନେର ଅନେକ କୌତୁହଳ ସୃଷ୍ଟି ହେଉଛି। ଗୋପାଳ ଜଣେ ଭଲ ଗାୟକ ଥିବା କଥା କହିଛନ୍ତି ଝାରସୁଗୁଡ଼ାରେ ତାଙ୍କୁ ଜାଣିଥିବା ଲୋକମାନେ। ସ୍ଥାନୀୟ ଜଣେ ସ୍ୱେଛାସେବୀ କହିଛନ୍ତି ଗୋପାଳ ଦାସ ଖଟିରେ ବସିଲେ ୮ରୁ ୧୦ ବୁଢା ଲୋକଙ୍କୁ ଚା ନ ପିଆଇ ଛାଡୁନଥିଲେ, ବହୁତ ଭଲ ଲୋକ ଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us