Advertisment

ସୁଜାତାଙ୍କ ଜନ୍ମମାଟିରେ ମିଶନ ଶକ୍ତିର ମୁଖା ଖୋଲିଲେ ଅପରାଜିତା

ମିଶନ ଶକ୍ତିର ସଚିବ ସୁଜାତା କାର୍ତ୍ତିକେୟନଙ୍କ ଜନ୍ମମାଟି କେନ୍ଦ୍ରାପଡ଼ାରେ ମିଶନ ଶକ୍ତିର ଅସଲ ଚେହରା ଦେଖାଇଦେଲେ ଭୁବନେଶ୍ୱର ସାଂସଦ ।

author-image
Manoj Swain

ମିଶନ ଶକ୍ତିର ସଚିବ ସୁଜାତା କାର୍ତ୍ତିକେୟନଙ୍କ ଜନ୍ମମାଟି କେନ୍ଦ୍ରାପଡ଼ାରେ ମିଶନ ଶକ୍ତିର ଅସଲ ଚେହରା ଦେଖାଇଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ରାଜନଗର ଅଞ୍ଚଳରେ ଏକ ସାଧାରଣ ସଭାରେ ଯୋଗ ଦେଇ ଏଭଳି କହିଛନ୍ତି ସାଂସଦ।

Advertisment
Odisha Mission Shakti Sujata R.Karthikeyan