ଏମାନେ ମଣିଷ ନା ବଣ ମଣିଷ ?

ଘଞ୍ଚ ଜଙ୍ଗଲ- ପାହାଡ଼ର ଖାଲ ଖମାଣିଆ ପଥର ରାସ୍ତା । ଜଙ୍ଗଲୀ ଜନ୍ତୁଙ୍କ ଆତଙ୍କ । ସରୀସୃପଙ୍କ ସୁସୁ ଗର୍ଜନ । ଆଉ ସେହି ନିସ୍ତବ୍ଧ ଜଙ୍ଗଲ ଭିତରେ ଏମାନେ ଚାଲିଛନ୍ତି ।

Manoj Swain
  • Published: Monday, 03 July 2023
  • Updated: 03 July 2023, 01:14 PM IST

Sports

Latest News

ଘଞ୍ଚ ଜଙ୍ଗଲ- ପାହାଡ଼ର ଖାଲ ଖମାଣିଆ ପଥର ରାସ୍ତା । ଜଙ୍ଗଲୀ ଜନ୍ତୁଙ୍କ ଆତଙ୍କ । ସରୀସୃପଙ୍କ ସୁସୁ ଗର୍ଜନ । ଆଉ ସେହି ନିସ୍ତବ୍ଧ ଜଙ୍ଗଲ ଭିତରେ ଏମାନେ ଚାଲିଛନ୍ତି । ଝାଟିମାଟିର ଖଣ୍ଡେ ଝୁପୁଡି ଘରେ ମୁଣ୍ଡ ଗୁଞ୍ଜିଛନ୍ତି । ଆପଣ ଭାବୁଥିବେ ଏହି ଜଙ୍ଗଲ ଭିତରେ ସଂଳାପ ଅନୁୟାୟୀ ସୁଟିଂ ଚାଲିଛି । ବା ଜଙ୍ଗଲ ସଫାରୀର ଦୃଶ୍ୟ ଦେଖୁଛନ୍ତି । ନା ଏ କାଳ୍ପନିକ, ନା ଏହା କାହାଣୀ । ଏ ହେଉଛି ଏକ ବିକଳ ବ୍ୟବସ୍ଥାର ବାସ୍ତବ ଚିତ୍ର । ଶେଷରେ ବାଧ୍ୟ ହୋଇ ଗାଁ ଛାଡ଼ି ଜଙ୍ଗଲରେ କନ୍ଦା ଖାଇ ଜୀବନ କାଟୁଛନ୍ତି ନଅ ପ୍ରାଣୀ କୁଟୁମ୍ବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos