ଘଞ୍ଚ ଜଙ୍ଗଲ- ପାହାଡ଼ର ଖାଲ ଖମାଣିଆ ପଥର ରାସ୍ତା । ଜଙ୍ଗଲୀ ଜନ୍ତୁଙ୍କ ଆତଙ୍କ । ସରୀସୃପଙ୍କ ସୁସୁ ଗର୍ଜନ । ଆଉ ସେହି ନିସ୍ତବ୍ଧ ଜଙ୍ଗଲ ଭିତରେ ଏମାନେ ଚାଲିଛନ୍ତି । ଝାଟିମାଟିର ଖଣ୍ଡେ ଝୁପୁଡି ଘରେ ମୁଣ୍ଡ ଗୁଞ୍ଜିଛନ୍ତି । ଆପଣ ଭାବୁଥିବେ ଏହି ଜଙ୍ଗଲ ଭିତରେ ସଂଳାପ ଅନୁୟାୟୀ ସୁଟିଂ ଚାଲିଛି । ବା ଜଙ୍ଗଲ ସଫାରୀର ଦୃଶ୍ୟ ଦେଖୁଛନ୍ତି । ନା ଏ କାଳ୍ପନିକ, ନା ଏହା କାହାଣୀ । ଏ ହେଉଛି ଏକ ବିକଳ ବ୍ୟବସ୍ଥାର ବାସ୍ତବ ଚିତ୍ର । ଶେଷରେ ବାଧ୍ୟ ହୋଇ ଗାଁ ଛାଡ଼ି ଜଙ୍ଗଲରେ କନ୍ଦା ଖାଇ ଜୀବନ କାଟୁଛନ୍ତି ନଅ ପ୍ରାଣୀ କୁଟୁମ୍ବ ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବାଲି ମାଫିଆଙ୍କ ଗୁଣ୍ଡାରାଜ; ଆଇଆଇସିଙ୍କୁ ପିଟିଲେ, ଗାଡ଼ି ଭାଙ୍ଗିଲେ
ଆଇଆଇସିଙ୍କ ବେକ ଓ ପିଠିରେ ଗଭୀର ଆଘାତ ଲାଗିଛି।
Miscellaneous
ସିବିଆଇ ସହ ଲୁଚକାଳି ଖେଳ; ଭୁବନେଶ୍ୱରରେ ହାଜର ନ ହୋଇ ଦିଲ୍ଲୀରେ ବସିଥିଲେ ବିଷ୍ଣୁପଦ ସେଠୀ
ଯେଉଁ ସମୟରେ ବିଷ୍ଣୁପଦଙ୍କୁ ଭୁବନେଶ୍ୱର ସିବିଆଇ ଅଫିସରେ ହାଜର ପାଇଁ ସମନ ହୋଇଥିଲା ସେ ସମୟରେ ସେ ଦିଲ୍ଲୀରେ ଥିଲେ।
Accident
ତେଜ ଆଗ୍ରୋ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା କୋଟିଏ ଟଙ୍କାର ସାମଗ୍ରୀ
ଆଜି ଭୋରରୁ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା।
Politics
ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ପଶିଲା ଇଡି
ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଭାଇ ସ୍ୱର୍ଗତ କ୍ଷୀରୋଦ ମଲ୍ଲିକ ବିଶ୍ୱ ଏନଜିଓର ଫାଉଣ୍ଡର ଥିଲେ।
Politics
ଅଫିସରରାଜରେ ପଡ଼ିବ ପୂର୍ଣ୍ଣଚ୍ଛେଦ: ସାଂସଦ-ବିଧାୟକଙ୍କ ପାଇଁ ଖୋଲିବ ସ୍ୱତନ୍ତ୍ର ସେଲ୍, ପ୍ରତିମାସରେ ହେବ ସମୀକ୍ଷା
ବିଜେଡି ଶାସନ କାଳରେ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ବଳରେ ସରକାରୀ ଅଫିସରମାନେ ଧରାକୁ ସରା ମଣୁଥିଲେ । ଯେଉଁଥିପାଇଁ ବିଧାୟକ ଓ ସାଂସଦମାନଙ୍କୁ ବିଭିନ୍ନ ସମୟରେ ଅପମାନିତ ହେବାକୁ ପଡ଼ୁଥିଲା