ଅଦ୍ୟତନ ହୋଇଛି
ଏମାନଙ୍କୁ ସରକାର ସଜାଇଦେଲେ ବଣ ମଣିଷ ! | Odisha Reporter
Advertisment
ଘଞ୍ଚ ଜଙ୍ଗଲ- ପାହାଡ଼ର ଖାଲ ଖମାଣିଆ ପଥର ରାସ୍ତା । ଜଙ୍ଗଲୀ ଜନ୍ତୁଙ୍କ ଆତଙ୍କ । ସରୀସୃପଙ୍କ ସୁସୁ ଗର୍ଜନ । ଆଉ ସେହି ନିସ୍ତବ୍ଧ ଜଙ୍ଗଲ ଭିତରେ ଏମାନେ ଚାଲିଛନ୍ତି । ଝାଟିମାଟିର ଖଣ୍ଡେ ଝୁପୁଡି ଘରେ ମୁଣ୍ଡ ଗୁଞ୍ଜିଛନ୍ତି । ଆପଣ ଭାବୁଥିବେ ଏହି ଜଙ୍ଗଲ ଭିତରେ ସଂଳାପ ଅନୁୟାୟୀ ସୁଟିଂ ଚାଲିଛି । ବା ଜଙ୍ଗଲ ସଫାରୀର ଦୃଶ୍ୟ ଦେଖୁଛନ୍ତି । ନା ଏ କାଳ୍ପନିକ, ନା ଏହା କାହାଣୀ । ଏ ହେଉଛି ଏକ ବିକଳ ବ୍ୟବସ୍ଥାର ବାସ୍ତବ ଚିତ୍ର । ଶେଷରେ ବାଧ୍ୟ ହୋଇ ଗାଁ ଛାଡ଼ି ଜଙ୍ଗଲରେ କନ୍ଦା ଖାଇ ଜୀବନ କାଟୁଛନ୍ତି ନଅ ପ୍ରାଣୀ କୁଟୁମ୍ବ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us