Advertisment

ଇୟେ ଡାକୁ ନାହାଁନ୍ତି, ସିଏ ପଚାରୁ ନାହାଁନ୍ତି

ପାରଦୀପ ପାଇଁ ରେଡ ସିଗନାଲ ପାଇବା ପରେ ଏବେ କଟକ ବାରବାଟୀ ଆସନରେ ଫୁଲ କନସେଣ୍ଟ୍ରେଟ୍ କରୁଛନ୍ତି ଋଷି ବାବୁ। ସାହିର ଚା ଦୋକାନ କଥା ଭୁଲି ଯାଇଥିବା ଋଷି ବାବୁ ଏବେ ସକାଳୁ ସକାଳୁ ଚା ଖଟିରେ ସମୟ ବିତାଉଛନ୍ତି। କାରଣ ଜାଣିଗଲେଣି ଏରିଆ ଉପରେ ଫୋକସ ନ କଲେ ବିଜେଡିର ଇଣ୍ଟର୍ନାଲ ସର୍ଭେ ରିପୋର୍ଟ ନେଗେଟିଭ୍ ଆସିବ ଆଉ ଏହି କାରଣରୁ ତାଙ୍କ ଟିକେଟ୍ କଟିଯାଇପାରେ। ସେଥିପାଇଁ ଏବେ ଋଷିଙ୍କ ଫୁଲ ଫୋକସରେ କଟକ ବାରବାଟୀ ଅଞ୍ଚଳ। ଆଉ ସେପଟେ ମେୟର ସୁବାସ ସିଂହ ତାଙ୍କ ନିଜ ଲୋକପ୍ରିୟତା ବଢ଼ାଇବା ପାଇଁ ସବୁ କିଛି କରୁଛନ୍ତି।

Cuttack BjD Odisha Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe