Advertisment

ମାଆମାନେ ବିଜେଡିର ହାତ ଛାଡୁଛନ୍ତି!

ମାଆମାନେ ରାଜରାସ୍ତାରେ ଭୋକ ଉପାସରେ ଅଡ଼ି ବସିଛନ୍ତି। ଆଉ ଏତିକି ବେଳେ ପାଖେଇ ଆସୁଛି ୨୦୨୪ ନିର୍ବାଚନ। ଗାଁ ଗଣ୍ଡାକୁ ଧାଇଁବେ ନେତା ବେକରେ ଗେଣ୍ଡୁମାଳ ପକାଇ ଧୋବଧାବଳିଆ ପୋଷାକ ପିନ୍ଧି ଜନତାଙ୍କୁ ମାଗିବେ ଭୋଟ୍। କିନ୍ତୁ ଟାଣ ଖରାରେ ବସି ହକ ପାଇଁ ଲଢେଇ କରୁଥିବା ମାଆଟି ଠିକ ସେତିକି ବେଳେ ଦେବ କଡା ଜବାବ୍।

BjD Odisha Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe