/odisha-reporter/media/post_attachments/uploads/2019/02/k-2.jpg)
kamakhyanagar
କାମାକ୍ଷାନଗର (ରାକେଶ କୁମାର ଦେହୁରୀ): ଢେଙ୍କନାଳ ଜିଲ୍ଲା ତୁମୁସିଂଗା ଥାନା ଅନ୍ତର୍ଗତ ପଣ୍ଡୁଆ ଛକ ନିକଟରେ ଥିବା ଜଣେ ସେସୁ କର୍ମଚାରୀଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଛି। ଗତକାଲି ରାତିରେ ୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ସେସୁ କର୍ମଚାରୀ ମନୋଜ ସାହୁଙ୍କ ଘରେ ପଶି ସାଢେ ୩ ଲକ୍ଷ ଟଙ୍କା ସହ ୧୩ ଭରି ସୁନା ଲୁଟି ନେଇଛନ୍ତି।
Advertisment
ଡାକାୟମାନେ ରାତି ପ୍ରାୟ ୯ଟା ୩୦ରେ ମନୋଜଙ୍କ ଘରେ ପଶି ରାତି ପ୍ରାୟ ୧୧ଟା ଯାଏ ଲୁଟ୍ପାଟ କରିଥିଲେ।
ଏହାସହ ମନୋଜଙ୍କୁ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଅଭିଯୋଗ ହେବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
