Advertisment

ଗଞ୍ଜାମରୁ ଭିଡ଼ି ଆଣି ବଲାଙ୍ଗିର ଜେଲରେ ପୂରାଇଲେ

ବଲାଙ୍ଗିର ନୃସିଂହ ମନ୍ଦିର ଛକ ସରୋଜ ପାଣିଗ୍ରାହୀ ଓରଫ ବିଟ୍ଟୁ ହତ୍ୟାକାଣ୍ଡର ଖୁଲାସା କରିଛି ବଲାଙ୍ଗିର ପୋଲିସ। ଗତ ୨୪ ତାରିଖ ରାତି ୪ଟାରେ ଗେଟସରୋବର ପଡ଼ାର ସରୋଜ ପାଣିଗ୍ରାହୀ ଶିତଳଷଷ୍ଠୀ ଯାତ୍ରା ଦେଖି ଫେରିବା ସମୟରେ ନୃସିଂହ ମନ୍ଦିର ଛକଠାରେ ଚା ପିଉଥିଲେ। ସେହି ସମୟରେ ଏକ ସ୍କୁଟିରେ ବରପାଲିପଡ଼ାର ଦୁଇ ଯୁବକ ବିମଳ ଓ ପ୍ରୀତମ ଘଟଣାସ୍ଥଳକୁ ଆସିଥିଲେ। ବିନା କିଛି କାରଣରେ ଚା ପିଉଥିବା ଯୁବକମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଳଜ କରିଥିଲେ ଦୁଇ ହତ୍ୟାକାରୀ। ଫଳରେ ଉଭୟ ଗୋଷ୍ଠୀ ଭିତରେ ପ୍ରଥମେ ବଚସା ଓ ପରେ ହାତାହାତି ପରିସ୍ଥିତି ଦେଖିବାକୁ ମିଳିଥିଲା।

author-image
Debendra Prusty

Murder Crime Odisha Police Odisha