ସତରେ କଣ ଭଗବାନ ଦୁନିଆକୁ ମା' ରୂପରେ ଆସିଥାନ୍ତି, ଏ ଲୁହ ନିଜ କଷ୍ଟ ପାଇଁ ନୁହେଁ ପୁଅର କଷ୍ଟ ପାଇଁ, ନିଜ କଷ୍ଟକୁ ସେ ତ ଦେହରେ ମାରିଦେଉଛନ୍ତି କିନ୍ତୁ ପୁଅର କଷ୍ଟ ଦେଖିଲେ ଲୁହକୁ ଅଟକାଇ ପାରୁନାହାନ୍ତି। ୭୨ ବର୍ଷ ବୟସରେ ବି ଶାରୀରିକ ଅକର୍ମଣ୍ୟ ପୁଅର ସବୁ ସେବା କରୁଛନ୍ତି, କାହିଁକି ନା ସିଏ ପରା ମା', ପୁଅର କଷ୍ଟକୁ ସହିବେ କେମିତି, ଏ ହେଉଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ଗାଁର ସତ୍ୟଭାମା ରାଉତ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ପତ୍ନୀ ଅଫିସର, ସ୍ୱାମୀ ଠକ!
ଋତୁ ସିଂହ, ଘର ଜୟପୁର ସ୍ଥିତ ପାରାବେଡ଼ାରେ। ଗତ ଫେବୃଆରୀ ୯ ତାରିଖରେ ସହରର ଲିଙ୍ଗରାଜ ନଗରର ହରିହର ରଥଙ୍କୁ ବିବାହ କରିଥିଲେ। ହେଲେ ବିବାହର ତିନି ମାସ ମଧ୍ୟରେ ଠକେଇ ଅଭିଯୋଗ ଆଣି ଏବେ ରାଜ ରାସ୍ତାରେ ଓଡ଼ିଶା ପ୍ରଶାସନିକ ଅଧିକାରିଣୀ ଶ୍ରୀମତୀ ସିଂହ।
Odisha
ଭୁଶୁଡ଼ି ପଡ଼ିବ କି ମୁଖ୍ୟମନ୍ତ୍ରୀଙ୍କ ଗଡ଼?
ଗଞ୍ଜାମ ଜିଲ୍ଲାରେ ପଡ଼ିଛି ଚହଳ, କିଏ ସମ୍ଭାଳିବ ମୁଖ୍ୟମନ୍ତ୍ରୀଙ୍କ ଗଡ଼? ବିକ୍ରମ କେଶରୀ ଆରୁଖ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତିରେ ହଟଚମଟ। ଦିଗପହଣ୍ଡିରେ ସୂର୍ଯ୍ୟ ପାତ୍ରଙ୍କ ପୁଅକୁ କାଉଣ୍ଟର କରୁଛନ୍ତି ପୂର୍ବତନ ଚେୟାରମ୍ୟାନ। ଆସିକାରେ ମଞ୍ଜୁଳା ସ୍ୱାଇଁଙ୍କ ଗୋଷ୍ଠୀ ଅଲଗା, ତାଙ୍କ ବିରୋଧୀଙ୍କ ଗୋଷ୍ଠୀ ଅଲଗା। ଗୋପାଳପୁରରେ ବିଜେଡି ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। କବିସୂର୍ଯ୍ୟନଗରରେ ସମାନ ଅବସ୍ଥା, ଛତ୍ରପୁରରେ ମଧ୍ୟ ବିଧାୟକଙ୍କୁ ଖୋଲାଖୋଲି ବିରୋଧ। ଖଲିକୋଟରେ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ବିରୋଧ। ଗଞ୍ଜାମ ବିଜେଡିର ଗୋଷ୍ଠୀ କନ୍ଦଳ ଭିତରେ ଭୁଶୁଡି ପଡ଼ିବ କି ମୁଖ୍ୟମନ୍ତ୍ରୀଙ୍କ ଗଡ଼?
Politics
ଶପଥ ନେଲେ ଦୀପାଳି
ଶପଥ ନେଲେ ଦୀପାଳି। ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ, ବିଧାନସଭାରେ ଶପଥ ପାଠ କରାଇଲେ ଉପବାଚସ୍ପତି।