ପୁଅରେ.. ମୁଁ ଥିବା ଯାଏଁ ତୋର କିଛିହେବନି | Odisha Reporter
ସତରେ କଣ ଭଗବାନ ଦୁନିଆକୁ ମା' ରୂପରେ ଆସିଥାନ୍ତି, ଏ ଲୁହ ନିଜ କଷ୍ଟ ପାଇଁ ନୁହେଁ ପୁଅର କଷ୍ଟ ପାଇଁ, ନିଜ କଷ୍ଟକୁ ସେ ତ ଦେହରେ ମାରିଦେଉଛନ୍ତି କିନ୍ତୁ ପୁଅର କଷ୍ଟ ଦେଖିଲେ ଲୁହକୁ ଅଟକାଇ ପାରୁନାହାନ୍ତି। ୭୨ ବର୍ଷ ବୟସରେ ବି ଶାରୀରିକ ଅକର୍ମଣ୍ୟ ପୁଅର ସବୁ ସେବା କରୁଛନ୍ତି, କାହିଁକି ନା ସିଏ ପରା ମା', ପୁଅର କଷ୍ଟକୁ ସହିବେ କେମିତି, ଏ ହେଉଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ଗାଁର ସତ୍ୟଭାମା ରାଉତ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
