ପ୍ରଥମ ଦିନ ଟିକାକରଣ ଶେଷ: ଓଡ଼ିଶାରେ ୮୪%

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀର ମୁକାବିଲା ପାଇଁ ସମଗ୍ର ଦେଶରେ ଆଜିଠୁ ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ପ୍ରକ୍ରିୟାରେ ଓଡ଼ିଶାରେ ସନ୍ଧ୍ୟା ୭ଟା ସୁଦ୍ଧା ୮୪ପ୍ରତିଶତ ଟୀକାଦାନ ସମ୍ଭବପର ହୋଇଛି। ପ୍ରଥମଦିନରେ ରାଜ୍ୟର ୩୦ଟି ଜିଲ୍ଲାର ୧୬୧ଟି ଟିକାକରଣ କେନ୍ଦ୍ରରେ ୧୬୩୧୪ଜଣ କରୋନା ଯୋଦ୍ଧାଙ୍କୁ ଟିକାକରଣ ପାଇଁ ବ୍ୟବସ୍ଥା ହୋଇଥିବାବେଳେ ସନ୍ଧ୍ୟା ୭ଟା ସୁଦ୍ଧା ୧୩୭୪୫ଜଣଙ୍କୁ ଏହି ଟୀକା ପ୍ରଦାନ କରାଯାଇଛି। ଟୀକାଦାନ ପ୍ରକ୍ରିୟା ଆଜି ପାଇଁ ଶେଷ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ […]

covid

covid

Ordigital Desk
  • Published: Saturday, 16 January 2021
  • Updated: 16 January 2021, 09:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀର ମୁକାବିଲା ପାଇଁ ସମଗ୍ର ଦେଶରେ ଆଜିଠୁ ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ପ୍ରକ୍ରିୟାରେ ଓଡ଼ିଶାରେ ସନ୍ଧ୍ୟା ୭ଟା ସୁଦ୍ଧା ୮୪ପ୍ରତିଶତ ଟୀକାଦାନ ସମ୍ଭବପର ହୋଇଛି। ପ୍ରଥମଦିନରେ ରାଜ୍ୟର ୩୦ଟି ଜିଲ୍ଲାର ୧୬୧ଟି ଟିକାକରଣ କେନ୍ଦ୍ରରେ ୧୬୩୧୪ଜଣ କରୋନା ଯୋଦ୍ଧାଙ୍କୁ ଟିକାକରଣ ପାଇଁ ବ୍ୟବସ୍ଥା ହୋଇଥିବାବେଳେ ସନ୍ଧ୍ୟା ୭ଟା ସୁଦ୍ଧା ୧୩୭୪୫ଜଣଙ୍କୁ ଏହି ଟୀକା ପ୍ରଦାନ କରାଯାଇଛି। ଟୀକାଦାନ ପ୍ରକ୍ରିୟା ଆଜି ପାଇଁ ଶେଷ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ସୂଚନା ଜାରି ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ସମସ୍ତ ଜିଲ୍ଲାରେ ଆଜିଠୁ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟା ୦୫ମିନିଟରେ ଟିକାଦାନ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିଥିଲା। ପ୍ରଥମଦିନରେ ଡାକ୍ତର,ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାମାନଙ୍କୁ ଟୀକା ପ୍ରଦାନ କରାଯାଇଛି। ରାଜ୍ୟରେ ସମସ୍ତ ଜିଲ୍ଲାରେ ମୋଟ ୧୬୧ଟି କେନ୍ଦ୍ରରେ ଟୀକାଦାନ ନିମନ୍ତେ ବ୍ୟବସ୍ଥା ହୋଇଥିଲା। ଏଥିରେ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସର୍ବାଧିକ ୧୧ଟି ଲେଖାଁଏ ସ୍ଥାନରେ ଓ ମୟୂରଭଞ୍ଜ ଜିଲ୍ଲାରେ ୧୦ଟି ସ୍ଥାନରେ ଟୀକାଦାନ ବ୍ୟବସ୍ଥା ହୋଇଛି।

ପ୍ରଥମଦିନରେ ଖୋର୍ଦ୍ଧା, ଗଞ୍ଜାମ, କଟକରେ ୧୧୦୦ଜଣ ଲେଖାଏଁ କରୋନା ଯୋଦ୍ଧାଙ୍କୁ ଟିକାକରଣ ପାଇଁ ଧାର୍ଯ୍ୟ କରାଯାଇଥିବାବେଳେ ମୟୂରଭଞ୍ଜରେ ୧୦୦୦ ଓ ଦେବଗଡ଼ରେ ସବୁଠୁ କମ୍ ୨୦୦ଜଣଙ୍କୁ ଟୀକାଦାନ ପାଇଁ ଟାର୍ଗେଟ୍ ରଖାଯାଇଛି। ତେବେ ସନ୍ଧ୍ୟା ୬ଟା ସୁଦ୍ଧା ଅନୁଗୋଳ, ବାଲେଶ୍ୱର, କନ୍ଧମାଳ ଜିଲ୍ଲାରେ ପ୍ରଥମଦିନରେ ଶତପ୍ରତିଶତ ଟାର୍ଗେଟ ପୂରଣ ହୋଇଥିବାବେଳେ ଭଦ୍ରକରେ ୧୦୯ ପ୍ରତିଶତ ଓ କୋରାପୁଟରେ ୧୦୫ ପ୍ରତିଶତ ଟୀକାକରଣ ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଟିକାକରଣ ପ୍ରକ୍ରିୟାର ଶୁଭାରମ୍ଭ ପରେ ଟୀକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story