Advertisment

ଆସନ୍ତାକାଲି ବିଧାନସଭା ମୌସୁମୀ ଅଧିବେଶନ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।  ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିବ ବିଧାନସଭା । ମୋଟ୍ ୩୩ ପ୍ଲାଟୁନ୍ ଫେ।ର୍ସ ଓ ୧୭୦ରୁ ଅଧିକ ଅଫିସର ନିୟୋଜିତ ହୋଇଛନ୍ତି । ବିଧାନସଭା ପ୍ରବେଶ ବେଳେ ପାସ୍ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୨ଟି ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ ମୁତୟନ ହୋଇଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ଦୁଇଟି ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମରେ ବ୍ୟବସ୍ଥା କରାଯାଇଛି। ବିଧାନସଭା […]

author-image
Rakesh Mallick
ଆସନ୍ତାକାଲି ବିଧାନସଭା ମୌସୁମୀ ଅଧିବେଶନ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ASSEMBLE SECURITY tite

ASSEMBLE SECURITY titeଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।  ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିବ ବିଧାନସଭା । ମୋଟ୍ ୩୩ ପ୍ଲାଟୁନ୍ ଫେ।ର୍ସ ଓ ୧୭୦ରୁ ଅଧିକ ଅଫିସର ନିୟୋଜିତ ହୋଇଛନ୍ତି । ବିଧାନସଭା ପ୍ରବେଶ ବେଳେ ପାସ୍ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୨ଟି ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ ମୁତୟନ ହୋଇଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ଦୁଇଟି ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମରେ ବ୍ୟବସ୍ଥା କରାଯାଇଛି। ବିଧାନସଭା ସମ୍ମୁଖରେ ଧାରଣାକୁ ନଜରରେ ରଖି ସିସିଟିଭି ସହ ସହ ରୁଫ୍ ଟପ୍ ସିକ୍ୟୁରିଟି ବ୍ୟବସ୍ଥା ମଧ୍ୟ କରାଯାଇଛି। ଆଜି ପୋଲିସ ଡିଜି ଓ କମିଶନର ସୁରକ୍ଷା ବ୍ୟବସ୍ଥାର  ନିରୀକ୍ଷଣ କରିଛନ୍ତି।

Advertisment
Odisha Police Odisha