ଆସନ୍ତାକାଲି ନାଇଜର ପାଇଁ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଭୁବନେଶ୍ୱର ନାଇଜରର ୧୩୦ଟି ସିଟ୍ ପାଇଁ ଆସନ୍ତାକାଲି ପ୍ରବେଶିକା ପରୀକ୍ଷା ନ୍ୟାସନାଲ ଏଲିଜିବିଲିଟି ସ୍କ୍ରିନିଂ ଟେଷ୍ଟ ବା ‘ନେଷ୍ଟ’ ଅନୁଷ୍ଠିତ ହେବ। । ଏଥିପାଇଁ ଦେଶର ୫୪ଟି ସହରରେ ୧୦୨ଟି ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଓଡ଼ିଶାରେ ଭୁବନେଶ୍ୱର ସମେତ ମୋଟ ୮ଟି ସହରରେ ୧୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ନାଇଜରରେ ୪ଟି ବିଭାଗରେ ୫ ବର୍ଷିଆ ଇଣ୍ଟିଗ୍ରଟେଡ୍ ଏମଏସସି ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀମାନେ ‘ନେଷ୍ଟ’ ପରୀକ୍ଷା ଦେବେ। ଏଥିପାଇଁ ସାରାଦେଶରୁ ୫୪ ହଜାର ୫୦୦ […]

next

Rakesh Mallick
  • Published: Friday, 27 May 2016
  • , Updated: 27 May 2016, 10:03 AM IST

ଭୁବନେଶ୍ୱର: ଭୁବନେଶ୍ୱର ନାଇଜରର ୧୩୦ଟି ସିଟ୍ ପାଇଁ ଆସନ୍ତାକାଲି ପ୍ରବେଶିକା ପରୀକ୍ଷା ନ୍ୟାସନାଲ ଏଲିଜିବିଲିଟି ସ୍କ୍ରିନିଂ ଟେଷ୍ଟ ବା ‘ନେଷ୍ଟ’ ଅନୁଷ୍ଠିତ ହେବ। । ଏଥିପାଇଁ ଦେଶର ୫୪ଟି ସହରରେ ୧୦୨ଟି ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଓଡ଼ିଶାରେ ଭୁବନେଶ୍ୱର ସମେତ ମୋଟ ୮ଟି ସହରରେ ୧୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ନାଇଜରରେ ୪ଟି ବିଭାଗରେ ୫ ବର୍ଷିଆ ଇଣ୍ଟିଗ୍ରଟେଡ୍ ଏମଏସସି ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀମାନେ ‘ନେଷ୍ଟ’ ପରୀକ୍ଷା ଦେବେ। ଏଥିପାଇଁ ସାରାଦେଶରୁ ୫୪ ହଜାର ୫୦୦ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।

Related story