Advertisment

ଆସନ୍ତାକାଲି ଧର୍ମଘଟକୁ ଓହ୍ଲାଇବ ଜରୁରୀକାଳିନ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ

ଭୁବନେଶ୍ୱର: ଆସନ୍ତାକାଲି ମଧ୍ୟରାତ୍ରିରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟକୁ ଓହ୍ଲାଇବ ଓଡ଼ିଶା ଜରୁରୀକାଳୀନ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ। ଏଥିଯୋଗୁଁ ସାରା ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ବ୍ୟାହତ ହେବାର ଆଶଙ୍କା ରହିଛି। ବିଭିନ୍ନ ଦାବି ପୂରଣ ନେଇ ଶ୍ରମ କମିଶନର, ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଥିବା ସଂସ୍ଥା  ଜିକିଜ୍ଜା ହେଲଥ୍ କେଆରର ଅଧିକାରୀ ଓ ମହାସଂଘର ପ୍ରତିନିଧିଙ୍କ ମଧ୍ୟରେ ବସିଥିବା ବୈଠକ ବିଫଳ ହେବା ପରେ ଏହି ସୂଚନା ଦେଇଛି ମହାସଂଘ।

ଅଦ୍ୟତନ ହୋଇଛି
ଦ୍ୱିତୀୟ ଦିନରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ambulance

Advertisment

ଭୁବନେଶ୍ୱର: ଆସନ୍ତାକାଲି ମଧ୍ୟରାତ୍ରିରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟକୁ ଓହ୍ଲାଇବ ଓଡ଼ିଶା ଜରୁରୀକାଳୀନ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ। ଏଥିଯୋଗୁଁ ସାରା ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ବ୍ୟାହତ ହେବାର ଆଶଙ୍କା ରହିଛି। ବିଭିନ୍ନ ଦାବି ପୂରଣ ନେଇ ଶ୍ରମ କମିଶନର, ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଥିବା ସଂସ୍ଥା  ଜିକିଜ୍ଜା ହେଲଥ୍ କେଆରର ଅଧିକାରୀ ଓ ମହାସଂଘର ପ୍ରତିନିଧିଙ୍କ ମଧ୍ୟରେ ବସିଥିବା ବୈଠକ ବିଫଳ ହେବା ପରେ ଏହି ସୂଚନା ଦେଇଛି ମହାସଂଘ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe