ଅସହ୍ୟ ଗୁଳିଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର :  ଗ୍ରୀଷ୍ମ ତାତିରେ ଜଳୁଛି ସାରା ଓଡ଼ିଶା । ଖାସ୍ କରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ ହୋଇପଡିଛି । ଚଳିତ ଋତୁରେ ପ୍ରଥମ ଥର ଲାଗି ପାରା ୪୫ ଡିଗ୍ରୀ ଟପିଛି।  ଗତକାଲି ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ଥିଲା ୪୫ ଦଶମିକ ୪ ଡିଗ୍ରୀ ସେଲସିୟମ ଥିଲା। ସେହିଭଳି ୬ଟି ସହରରେ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଥିଲା । ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳିକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି […]

heat-stroke

heat-stroke

Rakesh Mallick
  • Published: Friday, 22 May 2015
  • Updated: 22 May 2015, 02:35 AM IST

Sports

Latest News

ଭୁବନେଶ୍ୱର :  ଗ୍ରୀଷ୍ମ ତାତିରେ ଜଳୁଛି ସାରା ଓଡ଼ିଶା । ଖାସ୍ କରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ ହୋଇପଡିଛି । ଚଳିତ ଋତୁରେ ପ୍ରଥମ ଥର ଲାଗି ପାରା ୪୫ ଡିଗ୍ରୀ ଟପିଛି।  ଗତକାଲି ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ଥିଲା ୪୫ ଦଶମିକ ୪ ଡିଗ୍ରୀ ସେଲସିୟମ ଥିଲା। ସେହିଭଳି ୬ଟି ସହରରେ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଥିଲା । ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳିକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଘନ ଘନ ବିଜୁଳିକାଟ ଓ ପାଣି ସମସ୍ୟା ଲୋକଙ୍କ କଷ୍ଟ ବଢାଇ ଦେଇଛି  । ଅନ୍ୟପକ୍ଷରେ ୩୦ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ ବୋଲି ପାଣିପାଗ ବିଭାଗ ମିଳିଛି । । ମେ‘ ୩୦ ପୂର୍ବରୁ ଏ ଖରାରୁ ନିସ୍ତାର ନାହିଁ । ଯାହାଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୨ ରୁ ୪୪ ଡିଗ୍ରୀ ମଧ୍ୟରେ ରହିବ ।  ପୂର୍ବ-ମଧ୍ୟ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବା ଯୋଗୁ ଉତ୍ତର–ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ଓ ଗରମ ପବନ ଓଡ଼ିଶା ଦେଇ ସମୁଦ୍ର ଭିତରକୁ ଯାଉଛି। ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଗରମ ଅନୁଭୁତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story