ମନ୍ତ୍ରୀଙ୍କ ହତ୍ୟାକାରୀ ଚାକିରିରୁ ବରଖାସ୍ତ

ସମ୍ବିଧାନର ଧାରା-୩୧୧ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ଝାରସୁଗୁଡ଼ା ଏସପି ରାହୁଲ ଜୈନ ଆଜି ଗୋପାଳ ଦାସଙ୍କୁ ପୁଲିସ ଚାକିରିରୁ ବରଖାସ୍ତ କରିଛନ୍ତି ।

ASI Gopal Das PhotoOR

ଗୋପାଳ ଦାସ

Ordigital Desk
  • Published: Monday, 30 January 2023
  • Updated: 30 January 2023, 07:08 PM IST

Sports

Latest News

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି ମାରି ହତ୍ୟା କରିଥିବା ପୁଲିସ ଏଏସଆଇ ଗୋପାଳକୃଷ୍ଣ ଦାସଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ସମ୍ବିଧାନର ଧାରା-୩୧୧ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ଝାରସୁଗୁଡ଼ା ଏସପି ରାହୁଲ ଜୈନ ଆଜି ଗୋପାଳ ଦାସଙ୍କୁ ପୁଲିସ ଚାକିରିରୁ ବରଖାସ୍ତ କରିଛନ୍ତି ।

ରବିବାର ମନ୍ତ୍ରୀ ନବ ଦାସଙ୍କୁ ନିଜ ସର୍ଭିସ ବନ୍ଧୁକରୁ ଗୁଳି ମାରି ହତ୍ୟା କରିଥିବା ଗୋପାଳ ଦାସଙ୍କୁ ପୁଲିସ ଗତକାଲିଠୁ ଗିରଫ କରି କ୍ରାଇମବ୍ରାଂଚକୁ ହସ୍ତାନ୍ତର କରିଛି । ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧି ଛକ ଫାଣ୍ଡି ଅଫିସର ଭାବେ ଗୋପାଳ କାର୍ଯ୍ୟ କରୁଥିଲେ ଓ ଗତକାଲି ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ (ଟ୍ରାଫିକ ମ୍ୟାନେଜମେଂଟ)ରେ ରହିଥିଲେ । ଗୋପାଳଙ୍କୁ କ୍ରାଇମବ୍ରାଂଚ ଏବେ ସୁନ୍ଦରଗଡ଼ ରିଜର୍ଭ ପୁଲିସ ବାରାକରେ ରଖି ଜେରା କରୁଛି ।

Also Read

ଉଲ୍ଲେଖଯୋଗ୍ୟ, ବ୍ରହ୍ମପୁରର ବାସିନ୍ଦା ଗୋପାଳ ୧୯୯୨ ମସିହା ଜୁଲାଇ ୮ତାରିଖରେ ପୁଲିସ କନେଷ୍ଟବଳ ଭାବେ ଗଞ୍ଜାମ ଜିଲ୍ଲାରେ ଚାକିରି ଆରମ୍ଭ କରିଥିଲେ । ୨୦୦୯ ସେପ୍ଟେମ୍ବର ୯ତାରିଖରେ ସେ ହାବିଲଦାରରୁ ଏଏସଆଇକୁ ପଦୋନ୍ନତି ପାଇଥିଲେ । ନିକଟ ଭବିଷ୍ୟତରେ ସେ ପୁଲିସ ଏସଆଇ ପାହ୍ୟାକୁ ପଦୋନ୍ନତି ପାଇଥାନ୍ତେ । ଗୋପାଳ ଗତ ୧୨ବର୍ଷ ଧରି ଝାରସୁଗୁଡ଼ା ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି । ସେ ନିଜର କାର୍ଯ୍ୟ ଦକ୍ଷତା ଓ ପ୍ରଦର୍ଶନ ପାଇଁ ୧୨ଥର ପୁରସ୍କାର, ୧୮ଟି ମେଡାଲ ସହ ୮ଥର ଆର୍ଥିକ ପୁରସ୍କାର ନିଜ ପୁଲିସ ବିଭାଗରୁ ପାଇଛନ୍ତି । ସେ ମାନସିକ ରୋଗୀ ବୋଲି ତାଙ୍କ ପରିବାର ସଦସ୍ୟ କହୁଥିଲେ ମଧ୍ୟ ତାଙ୍କ ସର୍ଭିସ ବୁକରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଫିଟ୍ ବୋଲି ଉଲ୍ଲେଖ ରହିଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story