Advertisment

ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରୁଛି ଏଏସ୍‌ଆଇ

ପୁରୀ(ମଧୁସୂଦନ ମିଶ୍ର): ଆଜି ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା-ଏଏସଆଇ ଶ୍ରୀମନ୍ଦିର ଗର୍ଭଗୃହର ଯାଞ୍ଚ କରୁଛି। ତେବେ ଏଏସ୍ଆଇ କୋର କମିଟି ସଦସ୍ୟ ଏନ୍.ସି. ପାଲ ମଧ୍ୟ ଆସିଛନ୍ତି। ତାଙ୍କ ସହ ଫଟୋଗ୍ରାଫି ଓ ବିଶେଷଜ୍ଞ ଟିମ୍ ଅଛନ୍ତି। ସେମାନେ ଗର୍ଭଗୃହ, ନାଟମଣ୍ଡପ ଓ ଜଗମୋହନର ଯାଞ୍ଚ କରିବେ। ଗରୁଡ଼ ସ୍ତମ୍ଭ ନିକଟ କ୍ରାକ୍ ବିମ୍‌ର ସ୍ଥିତି ବି ପରଖିବ ଏଏସ୍‌ଆଇ। ଶ୍ରୀମନ୍ଦିର ଅନୁଧ୍ୟାନ ପାଇଁ ୪ ଦ୍ୱାରରେ ଭାରା ବନ୍ଧା ହୋଇଛି। ପୂର୍ତ୍ତ ବିଭାଗର ଏକ ଟିମ୍ ମଧ୍ୟ […]

ଅଦ୍ୟତନ ହୋଇଛି
ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରୁଛି ଏଏସ୍‌ଆଇ

puri

Advertisment

ପୁରୀ(ମଧୁସୂଦନ ମିଶ୍ର): ଆଜି ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା-ଏଏସଆଇ ଶ୍ରୀମନ୍ଦିର ଗର୍ଭଗୃହର ଯାଞ୍ଚ କରୁଛି। ତେବେ ଏଏସ୍ଆଇ କୋର କମିଟି ସଦସ୍ୟ ଏନ୍.ସି. ପାଲ ମଧ୍ୟ ଆସିଛନ୍ତି। ତାଙ୍କ ସହ ଫଟୋଗ୍ରାଫି ଓ ବିଶେଷଜ୍ଞ ଟିମ୍ ଅଛନ୍ତି।

Advertisment

ସେମାନେ ଗର୍ଭଗୃହ, ନାଟମଣ୍ଡପ ଓ ଜଗମୋହନର ଯାଞ୍ଚ କରିବେ। ଗରୁଡ଼ ସ୍ତମ୍ଭ ନିକଟ କ୍ରାକ୍ ବିମ୍‌ର ସ୍ଥିତି ବି ପରଖିବ ଏଏସ୍‌ଆଇ। ଶ୍ରୀମନ୍ଦିର ଅନୁଧ୍ୟାନ ପାଇଁ ୪ ଦ୍ୱାରରେ ଭାରା ବନ୍ଧା ହୋଇଛି। ପୂର୍ତ୍ତ ବିଭାଗର ଏକ ଟିମ୍ ମଧ୍ୟ ଶ୍ରୀମନ୍ଦିର ସ୍ଥିତି ଅନୁଧ୍ୟାନ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe