Advertisment

ଆସ୍କା ବାହାରଗୁଡ଼ା ଗାଁରେ ଗୁଳିମାଡ଼: ବ୍ୟବସାୟୀ ଆହତ

ବ୍ରହ୍ମପୁର: ଗଞ୍ଜ।ମ ଜିଲ୍ଲା ଆସ୍କା ବାହାରଗୁଡ଼ା ଗାଁରେ ଗୁଳିମାଡ଼ରେ ବ୍ୟବସାୟୀ ଆହତ। ଆହତଙ୍କ ନାଁ ମିଲୁ ବିଶୋଇ ଏବଂ ସେ ଜଣେ ମଦ ବ୍ୟବସାୟୀ। ଅଭିଯୋଗ ଅନୁଯାୟୀ ଗତକାଳି ରାତିରେ ତାଙ୍କ ନିକଟକୁ ଏକ ଧମକପୂର୍ଣ୍ଣ ଫେ।ନକଲ ଆସିଥିଲା। ୨୦ ହଜାର ଟଙ୍କ। ଦେବା ସହ ବ୍ୟବସାୟରେ ପାର୍ଟନର କରିବାକୁ ଫେ।ନରେ ଧମକ ଦିଆଯାଇଥିଲା। ଆଜି ସେ ଘର ଆଗରେ ବସିଥିବାବେଳେ ଦୁର୍ବୃତ୍ତ ମାନେ ଆସି ତାଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଥିବା ସେ କହିଛନ୍ତି। […]

author-image
Rakesh Mallick
ଆସ୍କା ବାହାରଗୁଡ଼ା ଗାଁରେ ଗୁଳିମାଡ଼: ବ୍ୟବସାୟୀ ଆହତ

vlcsnap-2015-05-15-15h11m05s012

ବ୍ରହ୍ମପୁର: ଗଞ୍ଜ।ମ ଜିଲ୍ଲା ଆସ୍କା ବାହାରଗୁଡ଼ା ଗାଁରେ ଗୁଳିମାଡ଼ରେ ବ୍ୟବସାୟୀ ଆହତ। ଆହତଙ୍କ ନାଁ ମିଲୁ ବିଶୋଇ ଏବଂ ସେ ଜଣେ ମଦ ବ୍ୟବସାୟୀ। ଅଭିଯୋଗ ଅନୁଯାୟୀ ଗତକାଳି ରାତିରେ ତାଙ୍କ ନିକଟକୁ ଏକ ଧମକପୂର୍ଣ୍ଣ ଫେ।ନକଲ ଆସିଥିଲା। ୨୦ ହଜାର ଟଙ୍କ। ଦେବା ସହ ବ୍ୟବସାୟରେ ପାର୍ଟନର କରିବାକୁ ଫେ।ନରେ ଧମକ ଦିଆଯାଇଥିଲା। ଆଜି ସେ ଘର ଆଗରେ ବସିଥିବାବେଳେ ଦୁର୍ବୃତ୍ତ ମାନେ ଆସି ତାଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଥିବା ସେ କହିଛନ୍ତି। ଗଞ୍ଜ।ମ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Advertisment