ଅଂଶୁଘାତରେ ୧୦ ଜିଲ୍ଳାରେ ୨୬ ମୃତ ଅଭିଯୋଗ

ଭୁବନେଶ୍ୱର:  ଦିନକୁ ଦିନ ପାରଦ ଊର୍ଦ୍ଧ୍ୱଗାମୀ ହେଉଛି। ଅସମ୍ଭାଳ ହେଉଛି ସ୍ଥିତି। ଗ୍ରୀଷ୍ମ ପ୍ରବାହ ମାରାତ୍ମକ ରୂପ ନେଉଛି। ଦିନ ୯ଟା ନ ବାଜୁଣୁ ପଦାକୁ ବାହାରି ହେଉନି। ଅସହ୍ୟ ତାତି ଯୋଗୁଁ ପ୍ରଭାବିତ ହେଉଛି ଜନଜୀବନ। ହେଲେ ରୌଦ୍ରତାପ ଯୋଗୁଁ ଅଂଶୁଘାତ କରାଳ ରୂପ ନେଲାଣି। ରାଜ୍ୟରେ ମୋଟ ୧୦ ଜିଲ୍ଳାରେ ଏ ପର୍ଯ୍ୟନ୍ତ ଅଂଶୁଘାତରେ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବରଗଡଜିଲ୍ଲା, ମୟୂରଭଞ୍ଜ, ଜଗତସିଂହପୁରରେ ଜଣେ ଲେଖାଏଁ, କେନ୍ଦ୍ରାପଡାରେ ୨ଜଣ, ରାୟଗଡାରେ ୨ […]

_temperature_

Rakesh Mallick
  • Published: Saturday, 23 May 2015
  • , Updated: 24 May 2015, 02:41 AM IST

ଭୁବନେଶ୍ୱର:  ଦିନକୁ ଦିନ ପାରଦ ଊର୍ଦ୍ଧ୍ୱଗାମୀ ହେଉଛି। ଅସମ୍ଭାଳ ହେଉଛି ସ୍ଥିତି। ଗ୍ରୀଷ୍ମ ପ୍ରବାହ ମାରାତ୍ମକ ରୂପ ନେଉଛି। ଦିନ ୯ଟା ନ ବାଜୁଣୁ ପଦାକୁ ବାହାରି ହେଉନି। ଅସହ୍ୟ ତାତି ଯୋଗୁଁ ପ୍ରଭାବିତ ହେଉଛି ଜନଜୀବନ। ହେଲେ ରୌଦ୍ରତାପ ଯୋଗୁଁ ଅଂଶୁଘାତ କରାଳ ରୂପ ନେଲାଣି। ରାଜ୍ୟରେ ମୋଟ ୧୦ ଜିଲ୍ଳାରେ ଏ ପର୍ଯ୍ୟନ୍ତ ଅଂଶୁଘାତରେ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବରଗଡଜିଲ୍ଲା, ମୟୂରଭଞ୍ଜ, ଜଗତସିଂହପୁରରେ ଜଣେ ଲେଖାଏଁ, କେନ୍ଦ୍ରାପଡାରେ ୨ଜଣ, ରାୟଗଡାରେ ୨ , ପୁରୀରେ ୨ ଢେଙ୍କାନାଳରେ ୩, ଗଞ୍ଜାମରେ ୩  କଟକରେ ୫, ଓ ଖୋର୍ଦ୍ଧାରେ ୬ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନ।

 

Related story