ବାଲେଶ୍ବର ବାହାନଗା ଟ୍ରେନ ଟ୍ରାଜେଡିରେ ଯେତେ ଶବ ସେତେ ଛାତିଫଟା କାହାଣୀ। ଶହ ଶହ ପରିବାର କାନ୍ଦୁଛନ୍ତି ଗୁମୁରି ଗୁମୁରି, ଆଉ ସେ ଭିତରୁ ଏ ପରିବାର ବି ଗୋଟିଏ, ଯୋଉଠି ଖାଦ୍ୟ ଧରି ସେଦିନ ପରବର୍ତ୍ତୀ ଷ୍ଟେସନରେ ସ୍ୱାମୀଙ୍କୁ ଅପେକ୍ଷା କରିଥିବା ନବବିବାହିତା ଏଇ ପତ୍ନୀ ଜଣକ ଏଯାଏଁ ବିଶ୍ୱାସ କରିପାରୁନାହାନ୍ତି ଯେ ସବୁଦିନ ପାଇଁ ନିଜ ପ୍ରିୟ ମଣିଷଟାକୁ ସେ ହରାଇ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଆତଙ୍କୀ ପନ୍ନୁର ଧମକପୂର୍ଣ୍ଣ ଇ-ମେଲ୍ ଘଟଣା; ଗୁଗୁଲକୁ ତଥ୍ୟ ମାଗିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍
ଭୁବନେଶ୍ୱରରେ ଡିଜି ସମ୍ମିଳନୀ ଚାଲିଥିବା ବେଳେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଏକ ଧମକପୂର୍ଣ୍ଣ ମେଲ ପଠାଇଥିଲା ଖଲିସ୍ତାନୀ ଆତଙ୍କୀ ପନ୍ନୁ।
Crime
ଟ୍ୱିନ୍ ସିଟିରେ ଯୋଗାଣ ବିଭାଗର ଚଢ଼ାଉ; ‘ଆଳୁ ୪୦ ଟଙ୍କା ଟପିଲେ କାର୍ଯ୍ୟାନୁଷ୍ଠାନ’
ଯୋଗାଣ ବିଭାଗ ପକ୍ଷରୁ କଟକ ଛତ୍ରବଜାରରେ ଚଢ଼ାଉ କରାଯିବା ପରେ କମିଲା ଆଳୁ ଦର।
Miscellaneous
ଦୂର ହେବ ଆଳୁ ଟେନସନ; ୟୁପିରୁ ଆସିଲା ଆଳୁ ଗାଡ଼ି
କିଛି ଦିନ ତଳେ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ଛାଡ଼ି ନଥିଲା। ଫଳରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଶହ ଶହ ଗାଡ଼ି ଅଟକି ରହିଥିଲା। ଯାହାଫଳରେ ବଜାରରେ ଆଳୁ ସଙ୍କଟ ଦେଖାଯାଇଥିଲା।
Accident
ସ୍କୁଲ ବସକୁ ଧକ୍କା ଦେଲା ଟ୍ରଲର; ୧୦ ଛାତ୍ରଛାତ୍ରୀ ସମେତ ଶିକ୍ଷକ ଆହତ
ଦୁର୍ଘଟଣା ପରେ ଟ୍ରଲର ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ ମାରିଛି।
Crime
ତାତିଲେ ବାଲି ମାଫିଆ; ଖଣି ଅଧିକାରୀଙ୍କୁ ଘୋଷାଡି ଘୋଷାଡି ପିଟିଲେ
ଘସିପୁରା ପୁଲିସ ଯାଇ ଖଣି ଅଧିକାରୀ ସମେତ ଅନ୍ୟ କର୍ମଚାରୀଙ୍କୁ ଉଦ୍ଧାର କରିଥିଲା।