Advertisment

ପର ଷ୍ଟେସନରେ ଖାଦ୍ୟ ଧରି ଠିଆ ହୋଇଥିଲେ ସ୍ତ୍ରୀ

ବାଲେଶ୍ବର ବାହାନଗା ଟ୍ରେନ ଟ୍ରାଜେଡିରେ ଯେତେ ଶବ ସେତେ ଛାତିଫଟା କାହାଣୀ।

Advertisment

ବାଲେଶ୍ବର ବାହାନଗା ଟ୍ରେନ ଟ୍ରାଜେଡିରେ ଯେତେ ଶବ ସେତେ ଛାତିଫଟା କାହାଣୀ। ଶହ ଶହ ପରିବାର କାନ୍ଦୁଛନ୍ତି ଗୁମୁରି ଗୁମୁରି, ଆଉ ସେ ଭିତରୁ ଏ ପରିବାର ବି ଗୋଟିଏ, ଯୋଉଠି ଖାଦ୍ୟ ଧରି ସେଦିନ ପରବର୍ତ୍ତୀ ଷ୍ଟେସନରେ ସ୍ୱାମୀଙ୍କୁ ଅପେକ୍ଷା କରିଥିବା ନବବିବାହିତା ଏଇ ପତ୍ନୀ ଜଣକ ଏଯାଏଁ ବିଶ୍ୱାସ କରିପାରୁନାହାନ୍ତି ଯେ ସବୁଦିନ ପାଇଁ ନିଜ ପ୍ରିୟ ମଣିଷଟାକୁ ସେ ହରାଇ ଦେଇଛନ୍ତି। 

Advertisment
Odisha Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe