Advertisment

ବିଜେଡିର ବରକନିଆ ଟୁର୍

ପ୍ରଥମେ ପ୍ରଥମେ ଅତିଥିଙ୍କୁ ସ୍ୱାଗତ। ଫୁଲ ତୋଡ଼ା ରେଡି। ମୃଦଙ୍ଗ ସାଙ୍ଗକୁ ଝାଞ୍ଜ ମାଡ଼। ଗାଡ଼ିରୁ ଓହ୍ଲାଇଲେ ଅତିଥି। ମାନେ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର ଓ ଅରୁଣ ସାହୁ। ଆଉ ତାପରେ ମାଡ଼ି ଚାଲିଲେ ବର କନିଆ ପାଖକୁ।

author-image
Debendra Prusty

ପ୍ରଥମେ ପ୍ରଥମେ ଅତିଥିଙ୍କୁ ସ୍ୱାଗତ। ଫୁଲ ତୋଡ଼ା ରେଡି। ମୃଦଙ୍ଗ ସାଙ୍ଗକୁ ଝାଞ୍ଜ ମାଡ଼। ଗାଡ଼ିରୁ ଓହ୍ଲାଇଲେ ଅତିଥି। ମାନେ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର ଓ ଅରୁଣ ସାହୁ। ଆଉ ତାପରେ ମାଡ଼ି ଚାଲିଲେ ବର କନିଆ ପାଖକୁ।

Advertisment
Naveen Patnaik BjD Odisha Odisha Politics