Advertisment

ଅଟୋ ଚାଳକଙ୍କୁ ୩୦ ହଜାର ଟଙ୍କା ଫାଇନ୍‌

ସମ୍ୱଲପୁର(ସଞ୍ଜୟ ଜେନା): ମାର୍ଚ୍ଚ ୧ ତାରିଖରୁ ସାରା ରାଜ୍ୟରେ ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ବିରୋଧରେ ଧରପଗଡ଼ ଆରମ୍ଭ ହୋଇଛି। ଆଜି ସମ୍ୱଲପୁର ସହର ସ୍ଥିତ ଲକ୍ଷ୍ମୀ ଟକିଜ୍‌ ଛକରେ ଜଣେ ଅଟୋ ଚାଳକ ଆଇନ ଉଲଂଘନ କରିଥିବା ଅଭିଯୋଗରେ ପରିବହନ ବିଭାଗ  ୩୦ ହଜାର ୫ ଶହ ଟଙ୍କା ଚାଲାଣ କାଟିଛି। ଅଟୋର ରେଜିଷ୍ଟ୍ରେସନ ସାର୍ଟିଫିକେଟ ନଥିବାରୁ ୫ ହଜାର ଟଙ୍କା, ଡିଏଲ ନଥିବାରୁ ୫ ହଜାର ଏବଂ ଓଭର ଲୋଡିଂ ପାଇଁ ୨୦ ହଜାର ଏବଂ ସାଧାରଣ […]

ଅଦ୍ୟତନ ହୋଇଛି
ଅଟୋ ଚାଳକଙ୍କୁ ୩୦ ହଜାର ଟଙ୍କା ଫାଇନ୍‌

sambalpur

Advertisment

ସମ୍ୱଲପୁର(ସଞ୍ଜୟ ଜେନା): ମାର୍ଚ୍ଚ ୧ ତାରିଖରୁ ସାରା ରାଜ୍ୟରେ ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ବିରୋଧରେ ଧରପଗଡ଼ ଆରମ୍ଭ ହୋଇଛି। ଆଜି ସମ୍ୱଲପୁର ସହର ସ୍ଥିତ ଲକ୍ଷ୍ମୀ ଟକିଜ୍‌ ଛକରେ ଜଣେ ଅଟୋ ଚାଳକ ଆଇନ ଉଲଂଘନ କରିଥିବା ଅଭିଯୋଗରେ ପରିବହନ ବିଭାଗ  ୩୦ ହଜାର ୫ ଶହ ଟଙ୍କା ଚାଲାଣ କାଟିଛି। ଅଟୋର ରେଜିଷ୍ଟ୍ରେସନ ସାର୍ଟିଫିକେଟ ନଥିବାରୁ ୫ ହଜାର ଟଙ୍କା, ଡିଏଲ ନଥିବାରୁ ୫ ହଜାର ଏବଂ ଓଭର ଲୋଡିଂ ପାଇଁ ୨୦ ହଜାର ଏବଂ ସାଧାରଣ ଅପରାଧ ପାଇଁ ୫୦୦ ଟଙ୍କା ଜରିମାନା କରାଯାଇଛି।

Advertisment

ସୂଚନାଯୋଗ୍ୟ, ଗତକାଲି ସମ୍ବଲପୁରରେ ଦୁଇ ଜଣ ନାବାଳକ ଟ୍ରାଫିକ୍‌ ନିୟମ ଭାଙ୍ଗି ଥିବାବେଳେ, ସେମାନଙ୍କର ବାପାମାନଙ୍କୁ ଗଣିବାକୁ ପଡ଼ିଛି ମୋଟା ଅଙ୍କର ଜରିମାନା।  ମୋଟ ୮୦ ହଜାର ଟଙ୍କାର ଫାଇନ୍ କଟିଛି ଦୁଇ ବ୍ୟକ୍ତିଙ୍କ ନାଁରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe