Advertisment

ମାଟିରେ ମିଶିଲା ବଡ଼ ଆଖଡା ମଠ

ଶ୍ରୀମନ୍ଦିର ପୂର୍ବ ଓ ଊତ୍ତର କୋଣରେ ଥିବା ବଡ଼ ଆଖଡା ମଠର ଅବଶିଷ୍ଟାଂଶ ଉଚ୍ଛେଦ କରାଯାଇଛି। ବଡ଼ ଆଖଡା ମଠର ମହନ୍ତ ମହାରାଜା ବାସସ୍ଥାନକୁ ଉଚ୍ଛେଦ କରାଯାଇଛି। ମଠର ମନ୍ଦିରକୁ ଛାଡ଼ି ଅନ୍ୟ ସବୁ ସ୍ଥାନରେ ଉଚ୍ଛେଦ କରାଯାଇଛି। ମଠ ଯେତେବେଳେ ଉଚ୍ଛେଦ କରାଯାଇଥିଲା ଏହି ସ୍ଥାନକୁ ଛାଡ଼ି ଅନ୍ୟ ସ୍ଥାନକୁ ଉଚ୍ଛେଦ କରାଯାଇଥିଲା। ଏପରିକି ମଠରେ ଥିବା ଲୁଗାପଟିକୁ ଭଙ୍ଗା ଯାଇଥିଲା। ଏଥିରେ ଶହେରୁ ଅଧିକ ଦୋକାନ ଉଚ୍ଛେଦ କରାଯାଇଥିଲା।

Odisha Puri Shreemandir Puri Lord Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe