ବ୍ୟାଗ ଅଛି, ବାପା କାଇଁ... | Odisha Reporter
ଅବାକ୍ ଦୁନିଆ। ହତବାକ୍ ଦେଶ। ସ୍ତବ୍ଧ ଓଡ଼ିଶା। ଓଡ଼ିଶାରେ ଛାତିଥରା ଟ୍ରେନ୍ ଦୁର୍ଘଟଣା କଥା ଭାବି ଦେଲେ ଭୟ ଲାଗୁଛି। କିନ୍ତୁ ଭାବନ୍ତୁ ତ କରମଣ୍ଡଳର ସେହି କାଳ ସମୟକୁ ଯିଏ ସାମ୍ନା କରିଥିବ ତା ଉପରେ କଣ ବିତୁଥିବ? ଆଉ ଗୋଟିଏ ପୁଅ ତା ବାପାର ବ୍ୟାଗ ପାଇଥିବ କିନ୍ତୁ ବାପା ମିଳୁ ନଥିବ!। ଏ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଖୁୱାର୍ଡ ଅଞ୍ଚଳର ଦୀପକ କୁମାର ପାତ୍ର। ଯିଏ ସୌଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତି ଯଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
